ଦୁଇଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବଜ୍ରପାତର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାସହ...
ବର୍ଷା ଦିନରେ କେଶର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦିଏ।
ଯଦି ଆପଣଙ୍କର ଦିନକୁ ୨୦୦ରୁ ଅଧିକ କେଶ ଝଡ଼ିଥାଏ ତେବେ ଆପଣ...
ପ୍ରସୂତି ପରେ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସୂତି ପରେ ମା’ମାନଙ୍କ ଶରୀର ଦୁର୍ବଳ ହୋଇଯାଏ। ଏଥିପାଇଁ ସେମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ମା’ ଖାଦ୍ୟରେ ଭଲ ପ୍ରୋଟିନ ବା ପୋଷକଯୁକ୍ତ ଖାଦ୍ୟ ଖାଇଲେ...
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି?
ଓଡ଼ିଶାଲାଇଭ ବ୍ୟୁରୋ
ଆଜିକାଲି ନିଜକୁ ଜୀବାଣୁ ମୁକ୍ତ ରଖିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିପାରେ।
ସାନିଟାଇଜର...
ବଜ୍ରପାତ ସହ ଝଡ଼ତୋଫାନ ହେବ – ୧୫ ଜିଲ୍ଲାକୁ ସତର୍କ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୫ ଜିଲ୍ଲାକୁ ସତର୍କ ଜାରି କରିଛି।
ସତର୍କ ଜାରି ହୋଇଥିବା ଜିଲ୍ଲା...
କାୟାବିସ୍ତାର କରୁଛି ଡେଙ୍ଗୁ: କେମିତି ରହିବେ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାୠତୁରେ ପ୍ରାୟତଃ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ଚାରିଆଡ଼େ ପାଣି ଜମୁଥିବାରୁ ଏହି ଦିନରେ ମଶା ବଂଶ ବୃଦ୍ଧି ପାଏ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ।
ଡେଙ୍ଗୁ...
ବିଚକ୍ଷଣ ଶିଶୁ ଚାହୁଁଛନ୍ତି କି, ଗର୍ଭାବସ୍ଥାରେ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟେକ ଗର୍ଭବତୀ ମା’ ଚାହାନ୍ତି ତାଙ୍କ ଗର୍ଭସ୍ଥ ଶିଶୁ ବିଚକ୍ଷଣ ହେବା ସହ ତା’ ମସ୍ତିଷ୍କ ଭଲ ଭାବେ ବିକଶିତ ହେଉ। ତେଣୁ ଗର୍ଭାବସ୍ଥାରେ ନିଜ ଖାଦ୍ୟ ଉପରେ ସ୍ଵତନ୍ତ୍ର ଦୃଷ୍ଟି...
ଫ୍ରୋଜେନ୍ ସୋଲଡର ସମସ୍ୟାରୁ କେମିତି ପାଇବେ ମୁକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରୋଜେନ୍ ସୋଲଡର ବା କାନ୍ଧ ଯନ୍ତ୍ରଣା ହେଉଛି ଏପରି ଏକ ସମସ୍ୟା ଯାହା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯାଏ ବା ଷ୍ଟିପ୍ ହୋଇଯାଏ। ଏହି ସମସ୍ୟା ପ୍ରାୟତଃ ରାତିରେ...
ଖାଲି ପାଦରେ ଚାଲିବାର ଫାଇଦା
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=OJ6G8ODARpU]
ଆପଣ ଜାଣିଛନ୍ତି କି ସକାଳୁ ସକାଳୁ ଖାଲି ପାଦରେ ଘାସ ଉପରେ ଚାଲିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ପ୍ରତି ଦିନ ଏମିତି କରିବା ଦ୍ୱାରା ଆପଣ କେତେକ ଗମ୍ଭୀର...
ଜୁଲାଇ ୧୮ରୁ ବଢ଼ିବ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1APx_AM2_2I]ଜୁଲାଇ ୧୮ରୁ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା...





















