ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ରେ ବି ପରିବର୍ତ୍ତନ ଦେଖାଯାଉଛିା ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତିା
ଅଧିକାଂଶ ଲୋକ...
ଓଜନ କମାଇବାରେ କେତେ ସହାୟକ ହୋଇଥାଏ କଳା ଜିରା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକା ସମୟରେ ଅନେକ ମୋଟାପଣ ପାଇଁ ଚିନ୍ତିତ। ସେମାନେ ଓଜନ କମାଇବା ଲାଗି କେତେ କଣ ଉପାୟ ଆପଣାଉଛନ୍ତି। ତେବେ ପ୍ରତିଦିନ କଳା ଜିରା ଖାଇଲେ ଏହା ଓଜନ କମାଇବାରେ ସହାୟକ...
ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିଥାଏ ଗିଲୋୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ମଧୁମେହ ଏକ ପ୍ରମୁଖ ରୋଗ ପାଲଟିଛି। ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁ ବହୁ ଲୋକ ଏହାର ଶିକାର ହେଉଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବାରେ ଗିଲୋୟ ସହାୟକ ହୋଇପାରିବ।
ଗିଲୋୟରେ ହାଇପୋଗ୍ଲେସୋମିକ୍ ଗୁଣ...
ଋତୁସ୍ରାବ ସମୟରେ ପରିଛନ୍ନତା ଅଭାବ ଯୋଗୁଁ କେଉଁ ରୋଗ ହେବାର ଆଶଙ୍କା ଅଧିକ ଥାଏ
ଓଡ଼ିଶାଲାଇଭ ବ୍ୟୁରୋ
ଋତୁସ୍ରାବ ଝିଅ ଓ ମହିଳାଙ୍କ ଶରୀରରେ ହେଉଥିବା ସାମାନ୍ୟ ପ୍ରକ୍ରିୟା। ଏକ ଆକଳନ ଅନୁସାରେ ଭାରତରେ ପ୍ରାୟ ୩୫ କୋଟି ୫୦ ଲକ୍ଷ ମହିଳା ରଜସ୍ୱଳା ହେଉଛନ୍ତି। ଋତୁସ୍ରାବ ସମୟରେ ପରିଚ୍ଛନ୍ନତା...
ନିଦ ଠିକସେ ହେଉନି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତତା ଯୋଗୁଁ ଯେତିକି ଆବଶ୍ୟକ ସେତିକି ପରିମାଣରେ ନିଦ୍ରାହୀନତା ସମ୍ଭବ ହୋଇପାରୁ ନାହିଁ। ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ ତ କେତେବେଳେ ମୋବାଇଲ୍ ଲୋକଙ୍କ...
ପେଟ ଯନ୍ତ୍ରଣାରୁ ଉପଶମ ଦେବ ଏହି ଘରୋଇ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ସମୟରେ ଗ୍ୟାସ ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପେଟରେ ଯନ୍ତ୍ରଣା ହୋଇଥାଏ। ତାକୁ ଦୂର କରିବା ଲାଗି ବହୁ ଲୋକ ଔଷଧ ଖାଇଥାନ୍ତି ଯାହାକି ପରବର୍ତ୍ତୀ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା...
କେମିତି ନିଜକୁ ଫିଟ୍ ରଖିବେ ମଧୁମେହ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ସାଇଲେଣ୍ଟ କିଲର ପାଲଟିଛିା ଆଜିକାଲି ଅନେକ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତିା ଛୋଟ ପିଲାଙ୍କଟଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକଙ୍କୁ...
ରେକର୍ଡ ଭାଙ୍ଗୁଛି ତାପମାତ୍ରା, ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ ଛୁଇଁଲା ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରେକର୍ଡ ଭାଙ୍ଗୁଛି ପାରଦ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗୁଛି। ଏଣେ ପ୍ରଚଣ୍ଡ ଗରମରେ ରାଜ୍ୟବାସୀ ଡହଳବିକଳ ହେଉଛନ୍ତି। ଆଜି ରାଜ୍ୟରେ ଚଳିତ ବର୍ଷର...
ଖରାଦିନେ ତ୍ୱଚାର ଉଜ୍ଜ୍ୱଳତା ପାଇଁ ଆପଣାନ୍ତୁ କିଛି ସହଜ ଉପାୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରତା ତଥା ତ୍ୱଚାର ଔଜଲ୍ଲ୍ୟତା ବଜାୟ ରଖିବା ପାଇଁ ଅନେକ ମହିଳା ବିଭିନ୍ନ ପ୍ରକାର କସ୍ମେଟିକ୍ ଉତ୍ପାଦ ବ୍ୟବହାର କରିଥାନ୍ତି । ଯାହାକି ସେମାନଙ୍କର ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଖରାପ...
ରାତି ଖାଇବା ଖାଉନାହାନ୍ତି ଅବା ବିଳମ୍ବରେ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ରେ ବି ପରିବର୍ତ୍ତନ ଦେଖାଯାଉଛିା ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତିା
ଅଧିକାଂଶ ଲୋକ...





















