ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ସମୟରେ ଗ୍ୟାସ ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପେଟରେ ଯନ୍ତ୍ରଣା ହୋଇଥାଏ ତାକୁ ଦୂର କରିବା ଲାଗି ବହୁ ଲୋକ ଔଷଧ ଖାଇଥାନ୍ତି ଯାହାକି ପରବର୍ତ୍ତୀ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ

ଘରୋଇ ଉପାୟରେ ଆପଣ ସେଥିରୁ ଉପଶମ ପାଇପାରିବେ ଜାଣନ୍ତୁ କେଉଁ ସବୁ ଘରୋଇ ଉପଚାର ପେଟ ଯନ୍ତ୍ରଣାରୁ ଲାଘବ ଦେବ।

ମେଥି ଦାନାକୁ ଗୁଣ୍ଡ କରି ନଖ ଉଷୁମ ପାଣି ସହିତ ଖାଆନ୍ତୁ

ଡାଳିମ୍ବରେ ବହୁ ଉପକାରୀ ତତ୍ତ୍ୱ ଭରି ରହିଥାଏ ଗ୍ୟାସ କାରଣରୁ ପେଟ ଅତ୍ୟଧିକ ଯନ୍ତ୍ରଣା ହେଉଥିଲେ କଳା ଲୁଣ ସହିତ ଡାଳିମ୍ବ ଖାଆନ୍ତୁ ତୁରନ୍ତ ଉପଶମ ପାଇବେ

ପେଟ ଯନ୍ତ୍ରଣା ପାଇଁ ଏହା ଡାଳିମ୍ବ ମହୌଷଧି ଭଳି କାମ କରେ ଗରମ ପାଣି ସହିତ ଏହାକୁ ଚୋବାଇ ଖାଇପାରିବେ ନହେଲେ ଚାରେ ଏହାକୁ ପକାଇ ପିଇଲେ ଉପଶମ ମିଳିବ

ପୁଦିନାର ପତ୍ରକୁ ଚୋବାଇ କରି ଖାଇଲେ ପେଟ ଯନ୍ତ୍ରଣାରୁ ଉପଶମ ମିଳେ ନହେଲେ ପୁଦିନା ପତ୍ରକୁ ପାଣିରେ ଫୁଟାନ୍ତୁ ସେହି ପାଣିକୁ ଉଷୁମ ଅବସ୍ଥାରେ ପିଇଲେ ପେଟ ଯନ୍ତ୍ରଣା କମିଥାଏ।

ଗ୍ୟାସ, କୋଷ୍ଠକାଠିନ୍ୟ, ଡାଇରିଆ ଇତ୍ୟାଦି କାରଣରୁ ପେଟରେ ଯନ୍ତ୍ରଣା ହେଉଥିଲେ ଘିକୁଆଁରୀ ରସ ସେଥିରୁ ରକ୍ଷା କରିବ ଏକ କପ୍ଘିକୁଆଁରୀ ରସକୁ ଖାଲିପେଟରେ ପିଇଲେ ଉପଶମ ମିଳିବ

Comment