ହୋଲି ଖେଳିବାକୁ ଭଲ ପାଆନ୍ତି? ଜାଣନ୍ତୁ କିଛି ହେଲ୍ଥ ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ସାରା ଦେଶରେ ହୋଲି ଉତ୍ସବ ପାଳନ କରାଯାଉଛି। ଶୁକ୍ରବାର ସବୁଠି ଲୋକେ ହୋଲି ଖେଳିବେ ଏଥିଲାଗି କେତେ କଣ ପ୍ରସ୍ତୁତି।
ବଜାରରେ ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଅବିର...
ହୋଲିରେ ନିଜକୁ କେମିତି ରଖିବେ ସୁରକ୍ଷିତ, ଆପଣାନ୍ତୁ କିଛି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି। ସମସ୍ତେ ଏହି ପର୍ବକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହୋଲିରେ ରଙ୍ଗ ଖେଲିବାକୁ ସାଧାରଣତଃ ସମସ୍ତଙ୍କୁ ଭଲ ଲାଗେ।...
ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ଝଡ଼ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଯାଜପୁର ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି। ଯାଜପୁରସ୍ଥିତ ମଙ୍ଗଳପୁର, ବିଞ୍ଝାରପୁର, ଯାଜପୁର ଟାଉନ୍ ସମେତ...
ରାତିରେ ନିଦ ହେଉନି କି? ଖାଆନ୍ତୁ ପଖାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଖାଳ ସହ ଓଡ଼ିଆ, ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି। ବର୍ତ୍ତମାନ ପିଢ଼ିରେ ବି ପରମ୍ପରାଠୁ ଦୂରେଇ ଯାଇନି ପଖାଳ। ପଖାଳ ଯେତିକି ସ୍ୱାଦିଷ୍ଟ ଦେହପାଇଁ ସେତିକି ହିତ।
ଖରାଦିନେ...
୨୨ରୁ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୨ରୁ ପୁଣି ବଢ଼ିବ ତାତି। ଏପରିକି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଉ ଦୁଇ ଦିନ ଅର୍ଥାତ ବୁଧବାର...
ମଦ ଅଧିକ ପିଅନ୍ତୁ କି କମ୍ ହୋଇପାରେ ଅନେକ ରୋଗର କାରଣ, ଜାଣନ୍ତୁ କେମିତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ, ଯେଉଁମାନେ ଭାବନ୍ତି କି ଅଳ୍ପ ମଦ ପିଇଲେ ଦେହ ପାଇଁ କିଛି ଖରାପ ହୋଇନଥାଏ। ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଅଟନ୍ତି। ନିକଟରେ ହୋଇଥିବା...
ଅଧିକ କାକୁଡ଼ି ଖାଉଛନ୍ତି କି? ହୋଇପାରେ ଏହି ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନ ଆସିବା ପରେ ସିଜନାଲ ଫ୍ରୁଟ୍ସ ଏବଂ ପରିବା ମାର୍କେଟରେ ଉପଲବ୍ଧ ହୋଇଥାଏ। ହେଲ୍ଥ ଏକ୍ସପର୍ଟ ଗରମରେ ପାଣି ଜାତୀୟ ଫଳ ଏବଂ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗରମ ୠତୁରେ...
କେମିତି ଓଜନ ବଢ଼ିବା, କମିବା ଉପରେ ପ୍ରଭାବ ପକାଇଥାଏ ଥାଇରଏଡ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଥାଇରଏଡ୍ ହରମୋନ କ୍ଷରଣ ଅସନ୍ତୁଳିତ ହେଲେ ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ଅବ୍ୟବସ୍ଥିତ ହୋଇଯାଏ। କେତେବେଳେ ଅଚାନକ ଓଜନ ବୃଦ୍ଧି ହୁଏ ତ କେତେବେଳେ ହ୍ରାସପାଏ।
ଅନେକ ସମୟରେ ଦେଖିବାକୁ ମିଳେ ଥାଇରଏଡର ଶିକାର...
ଆହୁରି ୨୪ ଘଣ୍ଟା କାଳବୈଶାଖୀ, ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ପକ୍ଷରୁ ଆକଳନ...
ଖାଇବା ମଝିରେ ପାଣି ପିଉଛନ୍ତି କି? ହୋଇପାରେ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଖାଇବା ବେଳେ ପାଣି ପିଇବା ଅନେକଙ୍କର ଏକ ଅଭ୍ୟାସ। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଖାଇବା ମଝିରେ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ।...





















