ବାୟୁ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ବଢ଼ୁଛି ମୃତକଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକା ସମାଜରେ ବାୟୁ ପ୍ରଦୁଷଣ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ କାରଣ ହେଉଛି। ବାୟୁ ପ୍ରଦୂଷଣ ପାଇଁ ପ୍ରତିବର୍ଷ ପାଖାପାଖି ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି।
ମୃତ୍ୟୁବରଣ କରୁଥିବା...
୧୩ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ବର୍ଷା ସମ୍ଭାବନା। କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି।
ବାଂଲାଦେଶର ପାଖାପାଖି ଅଞ୍ଚଳରେ ସୃଷ୍ଟି...
ବାରମ୍ବାର ପରିସ୍ରା ଲାଗୁଥିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁତ୍ରାଙ୍ଗ ସଂକ୍ରମଣ ହୋଇଥିଲେ ବାରମ୍ବାର ପରିସ୍ରା, ମୁତ୍ରତ୍ୟାଗ ସମୟରେ ଯନ୍ତ୍ରଣା ଅନୁଭୂତ ହୁଏ। ଦିନରେ ୪ରୁ ୫ ଥର ପରିସ୍ରା କରିବା ଏକ ସାଧାରଣ କଥା କିନ୍ତୁ ୮ରୁ ଅଧିକ ଥର...
ଫୋନକୁ ସର୍ଭିସ ସେଣ୍ଟର ଓ ଲୋକାଲ ଇଲେକଟ୍ରୋନିକ୍ସ ଦୋକାନରେ ସଜାଡ଼ିବା ଭିତରେ ଫରକ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକା ସମାଜରେ ମୋବାଇଲ ଫୋନ୍ ଲୋକଙ୍କର ଏକ ଆବଶ୍ୟକତା ହୋଇଗଲାଣି। ଲୋକେ ଭାବୁଛନ୍ତି କି ମୋବାଇଲ ବିନା ଯେମିତି ଯୋଗାଯୋଗର ମାଧ୍ୟମ ଆଉ କିଛି ନାହିଁ।
ବଜାରକୁ ଅନେକ ବ୍ରାଣ୍ଡର ମୋବାଇଲ ଆସୁଛି।...
ଆସୁଛି କାଳବୈଶାଖୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୪ ଓ ୫ରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବ। କିଛିଟା ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।...
ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା, ୩ରୁ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ମାର୍ଚ୍ଚ ୩ରୁ ୫ ମଧ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।...
ଆହୁରି ୧୨ ଘଣ୍ଟା ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନର ରହିଛି। ବର୍ଷା ସହ ଘଣ୍ଟାକୁ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ। କିଛିଟା ସ୍ଥାନରେ ବଜ୍ରପାତ ସହ କୁଆପଥର...
ଦୁଇଦିନ ଧରି ଝଡ଼ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ମଙ୍ଗଳବାର ଅନେକ ସ୍ଥାନରେ କୁଆପଥର ସହ ବର୍ଷା ମଧ୍ୟ ହୋଇଥିଲା। ଆଜି ଓ ଆସନ୍ତାକାଲି ବହୁ ସ୍ଥାନରେ ଝଡ଼ବର୍ଷା ସହ କୁଆ...
୩୫୦୦ ବର୍ଷ ପୂର୍ବେ ମଧ୍ୟ ହେଉଥିଲା ଗର୍ଭ ପରୀକ୍ଷା, ଜାଣନ୍ତୁ କେମିତି ଥିଲା ପ୍ରକ୍ରିୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ମହିଳାଙ୍କ ଗର୍ଭାବସ୍ଥା ପରୀକ୍ଷା ପାଇଁ ବଜାରରେ ସମସ୍ତ ପ୍ରକାର ଉପକରଣ ଉପଲବ୍ଧ ହେଉଛି। ପରୀକ୍ଷଣରୁ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ଜଣାପଡ଼ିଥାଏ। କିନ୍ତୁ ପ୍ରାଚୀନ କାଳରେ କିପରି ଏହାକୁ...
ଭଦ୍ରକରେ କୁଆପଥର ସହ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅପରାହ୍ଣରେ ଭଦ୍ରକ ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ଭଦ୍ରକସ୍ଥିତ ବାସୁଦେବ ପୁର, ଚାନ୍ଦବାଲି, ବେତଡ଼ା ଓ ଚୂଡ଼ାମୁଣୀରେ କୁଆପଥର ବର୍ଷା ହୋଇଛି।
ତେବେ କିଛି ଦିନ ମଧ୍ୟରେ...





















