ଆସନ୍ତାକାଲିଠାରୁ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ସିରିଜରେ ଦୁଇଟି ଟେଷ୍ଟରେ ପରାଜୟ ପରେ ପଛେଇ...

ନୂଆବର୍ଷରେ ଆମେରିକାରେ ୩ଟି ବଡ଼ଧରଣର ଆକ୍ରମଣରେ ୧୬ ଜଣ ମୃତ: ‘ଆଇଏସ୍ଆଇଏସ୍’ ଆତଙ୍କବାଦୀ ଲିଙ୍କ ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ୩ଟି ବଡ଼ଧରଣର ଆକ୍ରମଣର ଶିକାର ହୋଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା। ବୁଧବାର ନିଉ ଓର୍ଲିନ୍ସ, ନ୍ୟୁୟର୍କ ଓ ଲାସ ଭେଗସରେ ହୋଇଥିବା ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ...

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇଏଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ। ୫ ମାସ ତଳେ ଅରିନ୍ଦମ ଡାକୁଆ  ମୁଖ୍ୟମନ୍ତ୍ରୀଙ୍କ...

ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଛି। ସେ ଶୁକ୍ରବାର ଶପଥ ଗ୍ରହଣ କରିବେ। ଡକ୍ଟର ହରିବାବୁ କମ୍ଭମପତି ଭୁବନେଶ୍ୱରରୁ...

ରାଜସ୍ଥାନ: ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଫସିଥିବା କୁନି ଝିଅ ଚେତନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲ ଭିତରେ ଫସି ରହିଥିବା ୩ ବର୍ଷର କୁନି ଝିଅ ଚେତନା। ୨୨୦ ଘଣ୍ଟାର ପ୍ରୟାସ ପରେ ମଧ୍ୟ ଚେତନାକୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ। ଦୀର୍ଘ ୧୦...

ଓଡ଼ିଶାରେ ପହଞ୍ଚିଲା ଇଲେକ୍ଟ୍ରିକ୍ ଡବଲ ଡେକର ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମଥର ପାଇଁ ଗଡ଼ିବାକୁ ଯାଉଛି ଡବଲ ଡେକର ବସ୍। ଏନେଇ ଗୁରୁବାର ୨ଟି ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ବ୍ରହ୍ମପୁରରେ ପହଞ୍ଚିଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି...

କେରଳରେ ତୀବ୍ର ହେଉଛି ପ୍ରଶାସନିକ ବିବାଦ: ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିଲମ୍ବିତ ଆଇଏଏସ୍ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେରଳରେ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଆଭ୍ୟନ୍ତରୀଣ କନ୍ଦଳ ଆହୁରି ବଢ଼ିଯାଇଛି। ଏଥିରେ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବିତ ଅଧିକାରୀ ପ୍ରଶାନ୍ତ ଏନ୍ କେରଳ ସରକାରଙ୍କଠାରୁ...

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା...

ନୂଆବର୍ଷରୁ ରାଜ୍ୟରେ ବଢ଼ିଲା ଶୀତ: ଆଜି ରାଉରକେଲା ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରୁ ରାଜ୍ୟରେ ପୁଣି ବଢ଼ିଲା ଶୀତ ଆଜି ରାଉରକେଲା ସବୁଠାରୁ ଥଣ୍ଡା ସହର ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ ଓଡ଼ିଶାରେ ନୂଆବର୍ଷରୁ ପୁଣି ଆରମ୍ଭ ହୋଇଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ଅଞ୍ଚଳରେ...

ଓଡ଼ିଶାର ଆଉ ୩ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଆଉ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି। ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର, ଆରପି କୋତେ ଏବଂ ସୁଶାନ୍ତ କୁମାର ନାଥଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି...