ଲୋକସଭା ବାଚସ୍ପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଏନଡିଏରୁ ଓମ୍ ବିର୍ଲା ଓ ଇଣ୍ଡି ମେଣ୍ଟରୁ କେ ସୁରେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୫ ବର୍ଷର ଗଣତାନ୍ତ୍ରିକ ଇତିହାସରେ ବହୁ ବର୍ଷ ପରେ ଲୋକସଭାର ବାଚସ୍ପତି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ...

ସମ୍ବଲପୁରରେ ଅଣାୟତ ହେଉଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ଗଲେ ଡାକ୍ତରୀ ଟିମ୍

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ସମ୍ବଲପୁର ମହାନଗରରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୨ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସକୁ ନେଇ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ସ୍ଥିତି...

ଲୋକସଭାର ପ୍ରଥମ ଅଧିବେଶନ: ଆଜି ଶପଥ ନେବେ ଓଡ଼ିଶାର ୧୮ ଜଣ ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ୨୮୦ ଜଣ ନବନିର୍ବାଚିତ ସାଂସଦ ଶପଥ ନେଇଥିଲେ। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦମାନଙ୍କୁ ଶପଥ ଗ୍ରହଣ...

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଦିନ ୧ଟା ୧୦ରେ ପହଣ୍ଡି, ୫ଟାରେ ଆରମ୍ଭ ହେବ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଗତ ୧୯୭୧...

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଗାଁକୁ ଗଲେ ମୋହନ ଚରଣ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳାକୁ ଯାଇଛନ୍ତି ମୋହାନ ଚରଣ ମାଝୀ। ରବିବାରଠାରୁ ସେ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି। ଗାଁରେ ପହଞ୍ଚିବା...

ଜାଣନ୍ତୁ, ସାପ କାମୁଡ଼ିଲେ ତୁରନ୍ତ କ’ଣ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=9eyoElRHdZE ସାପ କାମୁଡ଼ାରେ ଚାଲିଗଲା ଜଣେ ସାପ ଧରାଳିଙ୍କର ଜୀବନ। ଦୀର୍ଘ ବର୍ଷ ହେଲା ସେ ସାପ ଧରିଆସୁଥିଲେ ମଧ୍ୟ ସାମାନ୍ୟ ଅସାବଧାନତା ପାଇଁ ଆଜି ତାଙ୍କୁ ଜୀବନ ହରେଇବାକୁ ପଡ଼ିଛି। ଏଭଳି...

ବିଜେଡି ସଂସଦୀୟ ଦଳ ବୈଠକ: ନବୀନ ନିବାସରେ ଏକାଠି ହେଲେ ଦଳର ସବୁ ରାଜ୍ୟସଭା ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭୁବନେଶ୍ଵରରେ ବିଜେଡି ସଂସଦୀୟ ଦଳର ବୈଠକ ହୋଇଛି। ନବୀନ ନିବାସରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ଏକାଠି ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାରେ...

ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନର ବିବିଧତା ତାଲିକାରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ଡକ୍ଟର ଧନଦା କାନ୍ତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ...

କୋରାପୁଟରେ ଡିପଥେରିଆ ଆତଙ୍କ: ସପ୍ତାହକ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଛି ଡିପଥେରିଆ। ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଶିଶୁଙ୍କର ମୃତ୍ୟୁ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ନାରାୟଣପାଟଣାରେ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁମାନଙ୍କ ମୃତ୍ୟୁର କାରଣ...

ଜଣ୍ଡିସ କାହିଁକି ହୁଏ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=j3CiSAuOmfM ଆଖିର ଧଳାଭାଗ ହଳଦିଆ ଦିଶିବା, ଜିଭ, ହାତ, ପାଦ ଏବଂ ନଖ ଆଦି ହଳଦିଆ ପଡ଼ିଗଲେ ଏହାକୁ ଜଣ୍ଡିସ୍ ବୋଲି କୁହାଯାଏ। ଲିଭରରେ କେତେକ ସମସ୍ୟା ଯୋଗୁଁ ଜଣ୍ଡିସ୍ ହୋଇଥାଏ...