ଆସନ୍ତାକାଲି ଲଘୁଚାପ, ବାତ୍ୟା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ମେ’ ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତରପୂର୍ବ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ହୋଇ ମେ’...
‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଟିମ୍ ଓଡ଼ିଶା ଟପ୍ପର, ଏବେ ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ପହଞ୍ଚିବା ପରେ ଟିମ୍ ଓଡ଼ିଶାକୁ ଭବ୍ୟ ସ୍ୱାଗତ
ଓଡ଼ିଶାକୁ ସର୍ବାଧିକ ୫୧ଟି ପଦକ, ୧୭ଟି ସ୍ୱର୍ଣ୍ଣ
‘ଇଣ୍ଡିଆ ସ୍କିଲ୍ସ’ରେ ଲଗାତର ଦୁଇ ଥର ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ
ଟିମ୍ ଓଡ଼ିଶାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
(ଭୁବନେଶ୍ୱର):...
ଭୁବନେଶ୍ଵରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଦ୍ୱିତୀୟ ଥର ପାଇଁ ରୋଡ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପଳାଶପଲ୍ଲୀଠାରୁ ଏକାମ୍ର ଛକ ପର୍ଯ୍ୟନ୍ତ ରୋଡ ସୋ’ କରୁଛନ୍ତି। ଏହି ରୋଡ ସୋ’ ପଳାଶପଲ୍ଲୀଠାରୁ...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ବିଶାଳ ରୋଡ୍ ସୋ’ କରିବା ପରେ ଅନୁଗୁଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ସେ...
ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ପଞ୍ଚମ ଓ ରାଜ୍ୟର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ମତ ସାବ୍ୟସ୍ତ କରିଛନ୍ତି ଭୋଟର। ଶାନ୍ତିଶୃଙ୍ଖଳାର ସହ ସକାଳ ୭ଟାରୁ ଆରମ୍ଭ...
ଭୋଟ ଦେଉଛି ଓଡ଼ିଶା: ଦିନ ୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ...
ପୁରୀରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ବଡ଼ଠାକୁରଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ନରେନ୍ଦ୍ର ମୋଦୀଙ୍କ ରୋଡ...
ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ...
ଭୋଟ୍ ଦେଉଛି ଓଡ଼ିଶା: ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ...
‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଇଣ୍ଡିଆ ସ୍କିଲ୍ସ-୨୦୨୪'ରେ ଟିମ୍ ଓଡ଼ିଶାକୁ ୧୫ ସ୍ବର୍ଣ୍ଣ ସହ ମୋଟ ୫୨ଟି ପଦକ।
(ଭୁବନେଶ୍ୱର): 'ଇଣ୍ଡିଆ ସ୍କିଲ୍ସ-୨୦୨୪' ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଟିମ୍ ଓଡ଼ିଶା ଏହି...





















