ଭସାଣି ପାଇଁ ଭୁବନେଶ୍ଵରରେ ସ୍ଵତନ୍ତ୍ର ବ୍ୟବସ୍ଥା: ସୁରକ୍ଷା ପାଇଁ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଦିନ ଧରା ପୃଷ୍ଠାରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା’ଙ୍କୁ ମେଲାଣି ଦେବାକୁ ଆୟୋଜନ ହେବ ଭସାଣି ଉତ୍ସବ। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ସମସ୍ୟା...
ମୋବାଇଲକୁ ଆସୁଛି ଏମର୍ଜେନ୍ସି ଆଲର୍ଟ, ଲୋକେ ଭୟଭୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ଫୋନକୁ ଆସୁଥିବା ଏମର୍ଜେନ୍ସି ଆଲର୍ଟକୁ ନେଇ ଭୟଭୀତ ହେଉଛନ୍ତି ଲୋକେ।
ବୁଧବାର ଦିନ ହଠାତ୍ ଲୋକଙ୍କ ମୋବାଇଲକୁ ଆସିଛି ଏକ ଏମର୍ଜେନ୍ସି ଆଲର୍ଟ। ମେସେଜ ସହ ଏକ ସାଇରନ ଶବ୍ଦ ମଧ୍ୟ...
ୟୁଜିସି ନେଟ ପରୀକ୍ଷା ପାଇଁ ଆବେଦନ ଜାରି, ଅକ୍ଟୋବର ୨୮ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ଓ ଜୁନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ଏହି ପରୀକ୍ଷା...
କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା।
(କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...
ଆସନ୍ତାକାଲି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଭୁବନେଶ୍ୱରରେ ଲାଗିବ ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱରରେ ବୁଧବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍...
ସୁସ୍ଥ ଜୀବନଶୈଳୀ, ଷ୍ଟ୍ରୋକ୍-ମୁକ୍ତ ଜୀବନ!
ସିଦ୍ଧାର୍ଥ ରଥ
https://www.youtube.com/watch?v=OWdMTnIDNg4
ସାବଧାନ, ପୃଥିବୀରେ ପ୍ରତି ୪ ଜଣରେ ଜଣକୁ ଜୀବନକାଳ ମଧ୍ୟରେ ଷ୍ଟ୍ରୋକ୍ ହୋଇପାରେ!
ଷ୍ଟ୍ରୋକ୍-ମୁକ୍ତ ଜୀବନ। ଆଜ୍ଞା ହଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଯେ ଆଗାମୀ ଦିନରେ ପୃଥିବୀରେ ପ୍ରତି ୪ ଜଣରେ...
ଆଜି ପବିତ୍ର ବିଜୟାଦଶମୀ, ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ ସହ...
ଦୁର୍ଗାପୂଜା ସମୟରେ ୫ଟି ମୁଖ୍ୟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ତଥା କେତେକ ପ୍ରମୁଖ ସ୍ଥାନରେ ପାଳନ କରାଯାଇଥାଏ ୫ଟି ମୁଖ୍ୟ ପରମ୍ପରା। ସେହି ପରମ୍ପରା ବିଷୟରେ ଆସନ୍ତୁ ଜାଣିବା।
ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା...
ପ୍ରଶାସନିକ ସେବାରୁ ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର, ଏବେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ ସୋମବାର ଦିନ କେନ୍ଦ୍ର...
ଭାରତୀୟ ରେଳବାଇର ପୂର୍ବାଞ୍ଚଳ ଜୋନରେ ୩୧୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୬ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ପୂର୍ବାଞ୍ଚଳ ରେଳପଥ (ଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଜୋନର ବିଭିନ୍ନ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୧୧୫ଟି...




















