ଓଡ଼ିଶାରେ ୨୭୫୪ଟି ମହିଳା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୩ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ରହିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ‘ସ୍ପଟ୍ ନାମଲେଖା’ ଅକ୍ଟୋବର ୧୬ରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର...
ଆଇସିସି ବିଶ୍ଵକପ: ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଛି ଭାରତ। ଏହାସହ...
ଫୁଲବାଣୀ: ଭାରସାମ୍ୟ ହରାଇ ନାଳକୁ ଖସିଲା ମହାପ୍ରୟାଣ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମୃତଦେହ ନେଇ ମହାପ୍ରୟାଣ ଗାଡ଼ି ବାଟାଗୁଡ଼ରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବନ୍ଧଗଡ଼ ପଞ୍ଚାୟତର ତେଲିମୁଣ୍ଡା ଗାଁ ନିକଟରେ ନାଳ ଭିତରକୁ ଖସି...
ନିଶା ଦେଇ ଯାତ୍ରୀଙ୍କୁ ଲୁଟିବା ଅଭିଯୋଗରେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସରିଫା ଖାତୁନଙ୍କ ସମେତ ୪ ଜଣଙ୍କୁ ଶନିବାର ଦିନ ଗିରଫ କରିଛି କମିଶନରେଟ ପୋଲିସ। ସରିଫା ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା, ନୟାଗଡ଼ର...
ଆଇସିସି ବିଶ୍ଵକପ: ଭାରତର ଚମତ୍କାର ବୋଲିଂ, ପାକିସ୍ତାନ ୧୯୧ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଚାଲିଛି ଭାରତ-ପାକିସ୍ତାନ ମୁକବିଲା। ଏଥିରେ ପ୍ରଥମ ଇନିଂସରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନକୁ ୧୯୧ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ।...
ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର କରାଯାଇଛି। ଭୁବନେଶ୍ଵରଠାରେ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟଙ୍କ ପକ୍ଷରୁ ସ୍ପେସାଲ ମେସେଞ୍ଜର ଜରିଆରେ ସମନ ହସ୍ତାନ୍ତର...
ଭୁବନେଶ୍ଵର ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ୩ଟି ମାମଲାରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ବିଜେବି ମହାବିଦ୍ୟାଳୟକୁ ମିଳିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନୋଟିସ। କଲେଜର ୩ଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା କରାଯାଇନଥିବାରୁ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ମାଗିଛି। ଖୁବଶୀଘ୍ର ଏହାର ଉତ୍ତର ଦେବାକୁ କଲେଜ...
ଦକ୍ଷିଣ ଲେବାନନରେ ଇସ୍ରାଏଲର ଆକ୍ରମଣ: କ୍ଷେପଣାସ୍ତ୍ର ମାଡ଼ରେ ‘ରଏଟର୍ସ’ ସାମ୍ବାଦିକ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ହମାସ ସହ ଏବେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁହ୍ଲା ଇସ୍ରାଏଲ ଉପରେ ଆକ୍ରମଣ...
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପର୍ଯ୍ୟଟକଙ୍କ ପାଇଁ ଶନିବାରଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ନଭେମ୍ବର ପହିଲାରୁ ଅଭୟାରଣ୍ୟ ଖୋଲା ଯାଉଥିବାବେଳେ ଚଳିତ ବର୍ଷ ଆଗୁଆ ଖୋଲାଯାଇଛି। ପ୍ରଥମ ଦିନରେ ପର୍ଯ୍ୟଟଙ୍କକୁ...





















