ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି।
ପ୍ରମିଳା ମଲ୍ଲିକ ଗୁରୁବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ...
ସ୍କ୍ରବ ଟାଇଫସ ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାପୁଛି ସ୍କ୍ରବ ଟାଇଫସ, ସୁନ୍ଦରଗଡ଼ରେ ୨୦୦ ଟପିଲା ପଜିଟିଭ ସଂଖ୍ୟା
ପଶ୍ଚିମ ଓଡ଼ିଶାରେ ବ୍ୟାପୁଛି ସ୍କ୍ରବ ଟାଇଫସ। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୨ଶହ ଟପିଲାଣି ପଜିଟିଭ ସଂଖ୍ୟା। ଗୁରୁବାର ଜିଲ୍ଲାରେ ଆଉ ୬...
ରାଜ୍ୟ ବିଧାନସଭା ବାଚସ୍ପତି ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ପ୍ରାର୍ଥିପତ୍ର ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏହାପୂର୍ବରୁ ସେ ରାଜସ୍ଵ ଓ ବିପର୍ଜୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗୁରୁବାର ପ୍ରାର୍ଥିପତ୍ର...
ଲକ୍ଷ୍ମୀ ଯୋଜନାକୁ ଘରୋଇ ବସ୍ ମାଲିକ ସଂଘର ବିରୋଧ, ସେପ୍ଟେମ୍ବର ୨୭ରୁ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଯାତ୍ରୀ ପରିବହନ ପାଇଁ ଘୋଷଣା କରିଥିବା ଲକ୍ଷ୍ମୀ ଯୋଜନାକୁ ଘରୋଇ ବସ୍ ମାଲିକମାନଙ୍କ ବିରୋଧ। ଯୋଜନା ଯୋଗୁଁ ରାଜ୍ୟର ହଜାର ହଜାର ଘରୋଇ ବସ୍ କର୍ମଚାରୀ ପ୍ରଭାବିତ ହେବେ...
ବାଚସ୍ପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଧାୟିକା ପ୍ରମିଳା ମଲ୍ଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।
ବାଚସ୍ପତି ପଦବୀ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ବୋଲି ଯେଉଁ ପ୍ରଶ୍ନ...
ଏସବିଆଇ ପକ୍ଷରୁ ୨ ହଜାରଟି ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ସେପ୍ଟେମ୍ବର ୨୭ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୨ ହଜାରଟି ପିଓ...
ନୂଆଁଖାଇ ପାଇଁ ବୌଦ୍ଧ ଜିଲ୍ଲା ଉତ୍ସବମୁଖର
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଏବଂ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବୌଦ୍ଧ ଜିଲ୍ଲା। ଚାଷୀଭାଇ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରି ନୂଆଁଖାଇ ପାଳନ କରିଛନ୍ତି। ଘରେ ଘରେ...
ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓ କୃଷକଙ୍କ ପର୍ବ ନୂଆଁଖାଇ ଅବସରରେ ‘କାଳିଆ’ ଯୋଜନାରେ ଓଡ଼ିଶାର ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି। ଏହା ଦ୍ଵାରା ଉପକୃତ ହେବେ ରାଜ୍ୟର ୪୪...
ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍
ବିଲକୁ ମିଳିଲା ୪୫୪ ଜଣ ସାଂସଦଙ୍କ ସମର୍ଥନ
ଆସନ୍ତାକାଲି ବିଲଟି ରାଜ୍ୟସଭାରେ ଆଗତ ହେବ
ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାରିତ ହୋଇଛି।...
ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଧାନସଭା ବାଚସ୍ପତି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ହେବେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ବିଜେଡିର ବରିଷ୍ଠ ମହିଳା ନେତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ। ଏ...





















