ରାଜ୍ୟରେ ଅଧିକ ଓଡ଼ିଆ ଅଧ୍ୟାପକ ନିଯୁକ୍ତି ଦାବି, ଆନ୍ଦୋଳନ ପାଇଁ ଓଡ଼ିଆ ସ୍ନାତକୋତ୍ତର ଛାତ୍ର ସମାଜର ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଏବେ ବିଭିନ୍ନ କଲେଜରେ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଏଥିରେ ଇଂରାଜୀ ଭାଷାର ଅଧ୍ୟାପକଙ୍କ ପାଇଁ ୧୧୫ଟି ପଦବୀ ରହିଥିବାବେଳେ ଓଡ଼ିଆ ଅଧ୍ୟାପକଙ୍କ ପାଇଁ ମାତ୍ର ୪୯ଟି...

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ, ଆରମ୍ଭ ହେଲା ଦ୍ୱିତୀୟ ଟ୍ରାଏଲ ରନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହୋଇଛି ଦ୍ୱିତୀୟ ଟ୍ରାଏଲ ରନ  ବୁଧବାର ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ ହୋଇଛି। ବୁଧବାର ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା...

ନୂଆଁଖାଇ ଜୁହାର୍: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତିଙ୍କ ସମେତ ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍...

ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ,...

ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର: ନୂଆଁଖାଇ ଜୁହାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ମା’ ଓ ମାଟିର ପର୍ବ। କୃଷି ଏବଂ କୃଷକଙ୍କର ପର୍ବ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ଅପେକ୍ଷା ରହିଥିଲା ଶୁଭ...

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ...

ବୌଦ୍ଧ: ଚିପ୍‌ସ ପ୍ୟାକେଟରେ ପ୍ରସ୍ତୁତ ତୋରଣରେ ଶୋଭା ପାଉଛନ୍ତି ଗଜାନନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଧୁମଧାମରେ ପାଳନ ହେଉଛି ଆଦ୍ୟଦେବ ଶ୍ରୀ ଗଣେଶଙ୍କ ପୂଜା। ଭିନ୍ନ ଭିନ୍ନ ତୋରଣରେ ପୂଜା ପାଉଛନ୍ତି ଗଜାନନ। ଜିଲ୍ଲାର ତାରୁସିଂ ଗ୍ରାମରେ ଦେଖିବାକୁ ମିଳିଛି...

ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ଗଛକୁ ଶ୍ରୀଗଣେଶଙ୍କ ରୂପରେ ସଜେଇ ନିଆରା ଢଙ୍ଗରେ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଗଣେଶ ଚତୁର୍ଥୀରେ ସବୁଆଡ଼େ ଭଗବାନ ଗଣେଶଙ୍କ ଧୁମଧାମରେ ପୂଜା କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ଗଣେଶ ପୂଜା କରାଯାଇଛି। ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଭାରତରେ...

କଳାହାଣ୍ଡି: ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ଜିଲ୍ଲା କଲମପୁର ବଙ୍କାପାଳ ଏବଂ ଦାସିଗାଁ ରାସ୍ତାରେ ମଙ୍ଗଳବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୬...

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଓ ରାଉରକେଲା ମଧ୍ୟରେ ଗଡ଼ିବାକୁ ଯାଉଛି ଓଡ଼ିଶାର ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏନେଇ ବୁଧବାର ଉଭୟ ସହର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ ହେବ। ଏନେଇ...