ଗୋଟିଏ ବହି ଓ ଜଣେ ଲେଖକଙ୍କ ଜନ୍ମ ଲଗ୍ନ

କପିଳାସ ଭୂୟାଁ ଓଡ଼ିଆ ଚଳଚ୍ଚିତ୍ରର ପ୍ରାୟ ନବେ ବର୍ଷର ଇତିହାସକୁ ନେଇ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅବସ୍ଥା ତଥା ତା’ ମଧ୍ୟରେ ଓଡ଼ିଆ ଆତ୍ମ ପରିଚୟ ସମ୍ପର୍କରେ ଇଂରାଜୀ ଭାଷାରେ ଲିଖିତ...

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଦାବି: ଏବିଭିପି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏହି ଆବେଦନ କରାଯାଇଛି।...

ଆଠଗଡ଼: କାର-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ ଛକଠାରେ ସୋମବାର ଦିନ କାର-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା...

ଅମିତ ରୋହିଦାସ: ସୁନ୍ଦରଗଡ଼ର ସଉନାମରାରୁ ଭାରତୀୟ ହକିର ସଫଳ ଡିଫେଣ୍ଡର

ଆଶିଷ କୁମାର ରାୟ [youtube https://www.youtube.com/watch?v=iZsXafNxjpQ] ସୁନ୍ଦରଗଡ଼ ଜିଲ୍ଲାର ସଉନାମରା ଗାଁ ଓଡ଼ିଶାକୁ ଭେଟି ଦେଇଛି ଅନେକ ହକି ତାରକା। ସେମାନେ ଓଡ଼ିଶା ସହ ସମଗ୍ର ଭାରତ ପାଇଁ ଆଣିଛନ୍ତି ଗୌରବ। ସଉନାମରା ମାଟିରେ...

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସର ସ୍ଵତନ୍ତ୍ର ସ୍କ୍ୱାଡ୍‍, ନିୟୋଜିତ ହେବେ ୯୧ ଅଧିକାରୀ ଓ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜେଡ୍‍ ପ୍ଲସ୍‍ ସୁରକ୍ଷା ବଦଳରେ ପୋଲିସର ସ୍ଵତନ୍ତ୍ର ସ୍କ୍ୱାଡ୍‍।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ଵତନ୍ତ୍ର ସ୍କ୍ୱାଡ୍‍। ଏଥିରେ ରାଜ୍ୟ ପୋଲିସର ୯୧...

ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋନ ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଦୈନିକ ଖବରକାଗଜ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଚଢ଼ାଉ କରାଯାଇଛି। ଇଓଡବ୍ଲୁର ୩ଟି...

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷାରେ ୫ ଦିନ ଭିଜିବ ଓଡ଼ିଶା!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ରାଜ୍ୟ ପୋଲିସ ବାହିନୀର ସେବା ଓ ସାହସିକତାକୁ ସମ୍ମାନ: ୮୦ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରବିବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାଜ୍ୟର ୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତି...

ବନ୍ଦ ହେଲା ହୀରାକୁଦର ଆଉ ୮ଟି ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ରବିବାର ଦିନ ହୀରାକୁଦର ୪ଟି ଗେଟ୍...

ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ। ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି।...