ଚନ୍ଦ୍ରପୃଷ୍ଠରୁ ଆସିଲା ‘ବିକ୍ରମ’ ଲ୍ୟାଣ୍ଡରର ଚିତ୍ର, ପ୍ରଥମଥର ପାଇଁ ଫଟୋ ଉଠାଇଲା ‘ପ୍ରଜ୍ଞାନ’ ରୋଭର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ ପରେ ପ୍ରଥମଥର ପାଇଁ ଆମ ସମସ୍ତଙ୍କୁ ଦେଖିବାକୁ ମିଳିଛି ‘ବିକ୍ରମ’ ଲ୍ୟାଣ୍ଡରର ଫଟୋ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଛି ‘ପ୍ରଜ୍ଞାନ’ ରୋଭର। ବୁଧବାର...
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ଶେଷ ରାୟ ପାଇଁ ଅପେକ୍ଷା କରିବାକୁ ହେବ
ଭାସ୍କର ପରିଚ୍ଛା
ବର୍ତ୍ତମାନ ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଯଦିଓ କୃତ୍ରିମ ବୁଦ୍ଧିମତାର ଜନ୍ମ ବେଶୀ ଦିନର ନୁହେଁ, ବିଶ୍ଵର ଅନେକ ବଡ଼ ବଡ଼ କମ୍ପାନି ଏବେ ନୂଆ ଜେନେରେସନର...
ଆସନ୍ତାକାଲିଠୁ ଭୁବନେଶ୍ଵରରୁ ସ୍ଵାଭାବିକ ହେବ ଟ୍ରେନ ଚଳାଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ କାମ ପାଇଁ ଭୁବନେଶ୍ଵରରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ କିଛିଦିନ ହେବ ରାଜ୍ୟର ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ...
ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରେ ୯୮.୪୪ ପ୍ରତିଶତ ସିଟ୍ରେ ନାମଲେଖା ଶେଷ, ଆଇଟିଆଇରେ ୩୦.୬୦ ପ୍ରତିଶତ ଏବଂ ପଲିଟେକନିକ୍ରେ...
(ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି)
ରାଜ୍ୟର ମୋଟ ୭୨ଟି ସରକାରୀ ଆଇଟିଆଇ ମଧ୍ୟରୁ ୪୫ଟିରେ ଶତ ପ୍ରତିଶତ ନାମଲେଖା ଶେଷ
ଅନ୍ୟ ୨୭ଟି ଆଇଟିଆଇରେ ଖାଲି ଥିବା ୩୬୫ଟି ସିଟ୍ ଲାଗି ନାମଲେଖା ପ୍ରକ୍ରିୟା...
କୋଟା ଆତ୍ମହତ୍ୟା: ସମସ୍ୟାର ମୂଳକୁ ଯିବା ଦରକାର
ଭାସ୍କର ପରିଚ୍ଛା
ରାଜସ୍ଥାନର କୋଟାରେ ବଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ୟାର ଆତ୍ମଚିନ୍ତନ ପାଇଁ ଉଚ୍ଚସ୍ତରୀୟ ବୈଠକ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଏବେ ଘୋର ଚିନ୍ତାର ବିଷୟ ହୋଇଛି। ଏହା ଏକ ମହାମାରୀ...
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢିଛି। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଏବେ ତାଙ୍କୁ ଗିରଫ...
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର କ୍ରୀଡ଼ା ବ୍ୟକ୍ତିତ୍ଵଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ 'ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର' ସମାରୋହ
ସ୍ଵସ୍ତି ସିଂହଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଓ ପ୍ରଦୀପ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ
ପିଟର ତିର୍କୀ ଓ ରାଜେନ୍ଦ୍ର ସିଂହକୁ ଲାଇଫ...
ଓପିଟିସିଏଲରେ ୬୮ଟି ମ୍ୟାନେଜମେଣ୍ଟ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ) ପକ୍ଷରୁ ୬୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓପିଟିସିଏଲ ବିଭିନ୍ନ ବିଭାଗରେ ଖାଲିଥିବା ମ୍ୟାନେଜମେଣ୍ଟ ଟ୍ରେନି ଓ ଜୁନିୟର ମ୍ୟାନେଜମେଣ୍ଟ...
ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓସିଏସ ପ୍ରିଲିମିନାରି ପରୀକ୍ଷା ହେବ। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ...
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି: ଉଜ୍ଜ୍ଵଳା ଯୋଜନା ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ଅତିରିକ୍ତ ସବସିଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଏବେ ସବସିଡି ମିଳିବାକୁ ଯାଉଛି। ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଘରୋଇ ଗ୍ୟାସ ସିଲିଣ୍ଡର ବାବଦକୁ ୨୦୦ ଟଙ୍କାର ଅତିରିକ୍ତ ସବସିଡି ମିଳିବ। ଏହି ପ୍ରସ୍ତାବକୁ...





















