ଓଡ଼ିଶାରେ ହ୍ରାସ ପାଉଛି ମୌସୁମୀର ପ୍ରଭାବ, ସେପ୍ଟେମ୍ବରରୁ କମିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଏଥିପାଇଁ ସେପ୍ଟେମ୍ବର ମାସରୁ ରାଜ୍ୟରେ ବର୍ଷାର ପରିମାଣ କମ ହେବ। ଅନ୍ୟପଟେ ସକ୍ରିୟ ମୌସୁମୀ ପ୍ରଭାବରେ ଶନିବାର...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ମିଳିଲା ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକସେବା ଭବନରେ ଶୁକ୍ରବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ...

ରାଜ୍ୟର ୧୯୮ଟି ବ୍ଲକରେ ଆସନ୍ତା ସେପ୍ଟେମ୍ବର ୮ରୁ ହେବ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟସ୍ତରୀୟ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହେବ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷା ପାଇଁ ଚୁକ୍ତିନାମା...

ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ୨୩ ଅଗଷ୍ଟକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରିବାକୁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଚନ୍ଦ୍ରଯାନ-୩’ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ଶନିବାର ସକାଳେ ସେ ଗ୍ରୀସରୁ ସିଧା ବେଙ୍ଗାଳୁରୁ ଆସି ଇସ୍ରୋର ‘ମିଶନ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ’ରେ ବୈଜ୍ଞାନିକମାନଙ୍କୁ ସାକ୍ଷାତ କରିଥିଲେ।...

ଓପିଏସସି କାର୍ଯ୍ୟାଳୟରେ ୩୩ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୮

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗରେ ୩୩ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ କଟକ...

ପ୍ରଦୀପ ବନାମ ବିଜେଡି: ତିନି ଘଣ୍ଟା ଧରି ରଣକ୍ଷେତ୍ର ପାଲଟିଲା ଲାଞ୍ଜିପଲ୍ଲୀ ରାଜପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚ୍ୟାଲେଞ୍ଜ କଲେ, ରାଜ ରାସ୍ତାରେ ହଟହଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ...

ସ୍ଵର୍ଗତ ସ୍ୱାମୀଙ୍କ ଜନ୍ମଦିନରେ ପତ୍ନୀଙ୍କ ନିଆରା ଉପହାର, କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲକୁ ଅର୍ଥ ଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵର୍ଗତ ସ୍ଵାମୀଙ୍କ ଜନ୍ମ ଦିବସରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଦାନ କଲେ ପତ୍ନୀ। ସ୍ୱର୍ଗତ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରର ସରକାରୀ କୁଇନ ଅଫ୍...

ଭୁବନେଶ୍ଵର ମହାନଗର ନିଗମରେ ସୃଷ୍ଟି ହେବ ଆଉ ୪୨୬ଟି ନୂଆ ପଦବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ଦକ୍ଷ ହେବ ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ବିଏମସିରେ ୪୧୬ଟି ନୂତନ ପଦବୀ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଏମସିରେ ୨୧୦ଟି ପଦବୀ ରହିଥିଲା। ଏବେ ନୂଆ...

ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ: ଜାଭେଲିନ ଥ୍ରୋ ଫାଇନାଲରେ ଓଡ଼ିଆ ଆଥଲେଟ କିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ଆଥଲେଟ କିଶୋର ଜେନା। ହଙ୍ଗେରୀର ବୁଡାପେଷ୍ଟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟର ଜାଭେଲିନ ଥ୍ରୋ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି କିଶୋର। ସେ ଯୋଗ୍ୟତା ପର୍ଯ୍ୟାୟରେ...

ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ହୋଇଥିବା ହିଂସାରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ହିଂସା ସଙ୍କ୍ରାନ୍ତୀୟ ଅନେକ ପିଟିସନ ସୁପ୍ରିମକୋର୍ଟରେ ଦୟାର ହୋଇଛି। ସୁପ୍ରିମକୋର୍ଟ ମଣିପୁର ହିଂସା ମାମଲାରେ ଆସୁଥିବା ଆବେଦନଗୁଡ଼ିକର...