ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ବଢ଼ିବ ବିଭିନ୍ନ ନଦୀର ଜଳସ୍ତର – ଡକ୍ଟର ଶରତ...

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୁଧବାରଠାରୁ ପ୍ରବଳ ବର୍ଷା ହେବ। ଏହାସହ...

ମଣିପୁର ହିଂସା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଭେଟିଲେ ଇ-ଣ୍ଡି-ଆ ମେଣ୍ଟର ୨୧ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ଏକ ପ୍ରତିନିଧି ଦଳ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏଥିରେ ବିଭିନ୍ନ ରାଜନୈତିକ ଦଳର ମୋଟ ୨୧ ଜଣ ନେତା...

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲା ଦୁଇ ମାସ, ଏ ଯାଏଁ ମିଳୁନି ୨୯ ମୃତକଙ୍କ ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବୁଧବାର ଦୁଇ ମାସ ବିତିଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟ ଏ ଯାଏଁ ଲୋକଙ୍କ ମନରୁ ଯାଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା...

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଆଜି ୧୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଛି ବର୍ଷା ବିତ୍ପାତ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବୁଧବାର ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୩ଟି...

ଓଡ଼ିଶାର ୧୪ଟି ନୂଆ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୪ଟି ନୂଆ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ (ଏସଡିସି) ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ମିଳିଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା...

ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ଆବେଦନ ଜାରି, ଅଗଷ୍ଟ ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...

ନାଲିବତୀ ଗାଡ଼ି ଧକ୍କାରେ ଫିଜିଓଥେରାପିଷ୍ଟଙ୍କର ମୃତ୍ୟୁ, ୨୪ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତାର ବରପଲ୍ଲୀ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ନାଲିବତୀ ଗାଡ଼ି ଧକ୍କାରେ ଜଣେ ଫିଜିଓଥେରାପିଷ୍ଟଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ୨୪ ଘଣ୍ଟା...

ଗ୍ରାମୀଣ କ୍ୟାମ୍ପସରେ ଟେଲିହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଗେଲ ଇଣ୍ଡିଆ ମଧ୍ୟରେ ଏମଓୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିଜର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଥିବା ଗ୍ରାମୀଣ କ୍ୟାମ୍ପସରେ ଟେଲିହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ ଗେଲ ଇଣ୍ଡିଆ ସହ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛି। ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର...

ମୟୂରଭଞ୍ଜ: ଫୋନ ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୋବାଇଲ ଫୋନ ହଜାଇ ଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରି ଦେଲେ ସ୍ଵାମୀ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରୁ। ତାରାଯୋଡ଼ି...

ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ: ସମର୍ଥନ କରିବନି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଆଗକୁ ଆସିବାକୁଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି। ମଣିପୁର ହିଂସା ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ। ଏନେଇ...