‘ଭାରତ ଯୋଡ଼ୋ ଯାତ୍ରା’ରେ ପୁଣି ବାହାରିବେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ସଫଳତା ମିଳିବା ପରେ ପୁଣି ଏହାକୁ ନିର୍ବାଚନ ଅସ୍ତ୍ର କରିବା ଲକ୍ଷ୍ୟରେ ଅଛନ୍ତି ରାହୁଲ ଗାନ୍ଧୀ।
ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଭାରତ ଯୋଡ଼ୋ...
ମଣିପୁର ଭାଇରାଲ୍ ଭିଡିଓ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ଭାଇରାଲ୍ ଭିଡିଓ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣିବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।...
ଗୋପାଳପୁରରେ ଟାଟାର ଜମି ଅଧିଗ୍ରହଣ ବେଳେ ସଂଘର୍ଷରୁ ହତ୍ୟା ମାମଲା – ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିନ୍ଧି ଗାଁରେ ଟାଟା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ସଂଘର୍ଷରେ ରିଜର୍ଭ ପୋଲିସ ଇନ୍ସିପେକ୍ଟର ବିନୋଦ ମେହେରଙ୍କ ମୃତ୍ୟୁ ହୋଇଥିଲା। ୨୫...
ଅବପାତରେ ପରିଣତ ହେବ ଲଘୁଚାପ, ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଘନୀଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ...
କଲ୍ୟାଣସିଂହପୁରରେ ପୋଲ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଦିନ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ଶିଶୁ ରହିଛନ୍ତି। ମୃତକଙ୍କ ପରିବାର ଲାଗି ୪...
ଏଏସଓ ପରୀକ୍ଷା ଅନିୟମିତତା ମାମଲା: ହାଇକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ, ପୂର୍ବ ରାୟ ବଳବତ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାଏର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର...
ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ସୁଦେବ କୁମାର ପୃଷ୍ଟି ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ୨୦୨୧-୨୨ ପରୀକ୍ଷା ଫଳାଫଳ। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଣବ ରଞ୍ଜନ...
ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ବର୍ଷାଙ୍କୁ ଶେଷ ଥର ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲା। ସୋମବାର ଦିନ ଛାଡ଼ପତ୍ର ମାଲାରେ ବର୍ଷାଙ୍କୁ କଟକ ପରିବାର ଅଦାଲତରେ ଶେଷ ଥର ପାଇଁ...
ଚଳନ୍ତା ଟ୍ରେନରେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼, ଏଏସଆଇଙ୍କ ସମେତ ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ। ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ସୋମବାର ଜଣେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସଆଇ ଏବଂ ୩ ଜଣ ଯାତ୍ରୀ...
କଲ୍ୟାଣସିଂହପୁର ବ୍ଲକରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଦିନ ଏକ ବଡ଼ ଅଘଟଣ ଘଟିଯାଇଛି। ଉପରସାଜା ଗ୍ରାମ ନିକଟରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୫...




















