ଆଇବିପିଏସ ପକ୍ଷରୁ ‘ବ୍ୟାଙ୍କିଂ କ୍ଲର୍କ’ ନିଯୁକ୍ତି ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ, ୨୧ ଜୁଲାଇ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ବ୍ୟାଙ୍କିଂ କ୍ଲର୍କ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୪ ହଜାର ୪୫ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍...
ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ ୨୦୨୩କୁ ନେଇ ପ୍ରକାଶ ପାଇଲା ଗେଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଆଇନତଃ ଶୃଙ୍ଖଳିତ କରିବା ଲାଗି ଆସିଛି ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩’। ଏହି ଅଧ୍ୟାଦେଶକୁ ଜୁନ ୨୧ ତାରିଖରେ...
ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କରେ ଯୋଡ଼ି ହେଲା ନେପାଳୀ ଏବଂ ମୈଥିଳୀ ଭାଷା – ୧୬ଟି ଚ୍ୟାନେଲରୁ ମିଳିବ ସ୍ଵାସ୍ଥ୍ୟଭିତ୍ତିକ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଅଗ୍ରଣୀ ତଥା ବହୁଭାଷୀ ସ୍ଵାସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ‘ସ୍ଵାସ୍ଥ୍ୟପ୍ଲସ୍’ ନେଟଓ୍ଵର୍କରେ ଯୋଡ଼ି ହୋଇଛି ଆଉ ଦୁଇଟି ନୂଆ ଭାଷା। ଶନିବାର ‘ବିଶ୍ଵ ଡାକ୍ତର ଦିବସ’ ଅବସରରେ ସ୍ଵାସ୍ଥ୍ୟପ୍ଲସ୍ ନେପାଳୀ ଏବଂ...
ଜଣାପଡ଼ିଲା ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବାବେଳେ ଏହାକୁ ନେଇ ସାଂଘାତିକ ତଥ୍ୟ ମିଳିଛି। ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ଅନୁସାରେ ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼...
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ମୃତ୍ୟୁ ମାମଲାରେ ୩ ଜଣଙ୍କ ବିରୋଧରେ ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା...
କେମିତି କମିବ ବ୍ରଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=qf1YXY_IWuU]
ଦାଗ ବିହୀନ ସୁନ୍ଦର ଚେହେରା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିଙ୍କର ସବୁବେଳେ ଚିନ୍ତା ବଢ଼ିଯାଏ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ...
ମହାରାଷ୍ଟ୍ରର ବୁଲଢ଼ାଣାଠାରେ ଜଳିଗଲା ବସ୍: ୨୬ ଯାତ୍ରୀ ଜୀବନ୍ତ ଦଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଘଟଣା ସମୟରେ ସହାୟତା ପାଇଁ ଚିତ୍କାର କରୁଥିଲେ ଯାତ୍ରୀ, ଦେଖୁ ଦେଖୁ ଜଳିଗଲା ବସ୍। ୨୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଢ଼ାଣା...
ସାପ କାମୁଡ଼ିଲେ କେମିତି କରିବେ ଉପଚାର?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=9eyoElRHdZE] ଗାଁ ଗହଳୀରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ଵାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ ସାବ୍ୟସ୍ତ ହେଉଛି।
ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ଅନ୍ଧବିଶ୍ୱାସରେ...
ରାଜ୍ୟରେ ବଢ଼ୁଛି ଡେଙ୍ଗୁର ପ୍ରାଦୁର୍ଭାବ, ଚିହ୍ନଟ ହେଲେଣି ୧୭୫ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବର୍ଷା ଆରମ୍ଭ ହେଉଣୁ ଡେଙ୍ଗୁର ପ୍ରାଦୁର୍ଭାବ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୩...
କୋଲେଷ୍ଟ୍ରୋଲକୁ କେମିତି କରିବେ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=zcVB0FMj-Sw]ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏହା ଶରୀରର ମୋଟାପା ବୃଦ୍ଧି କରିଥାଏ।
ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ...





















