ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଲେ ସୁବ୍ରତ ବାଗଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଛନ୍ତି ସୁବ୍ରତ ବାଗଚୀ। ଏନେଇ ସେ ଗୁରୁବାର ଦିନ ଟୁଇଟ କରି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀ ଛାଡ଼ିଥିବା...

ଡରାଇଲାଣି ଡେଙ୍ଗୁ: ନିୟନ୍ତ୍ରଣ ପାଇଁ ବିଏମସିର ଆକ୍ସନ ପ୍ଲାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମୌସୁମୀ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ। ବର୍ଷା ଆରମ୍ଭ ସହ ଭୁବନେଶ୍ଵରର କେତେକ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ପ୍ରତିବର୍ଷ ସହରର ହଟସ୍ପଟ ପାଲଟୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ...

କେନ୍ଦ୍ରର ଚିଠି ପରେ ବିଜେଡିର ପ୍ରତିକ୍ରିୟା – “କ୍ଷମତା ହସ୍ତାନ୍ତର ନୁହେଁ, ଦାୟିତ୍ଵ ଦିଆଯାଇଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗ ପରେ ଏହାର ଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ...

ବାହାନଗା ଟ୍ରେନ ଟ୍ରାଜେଡି: ଏସସିବିରେ ପ୍ରାଣ ହରାଇଲେ ପୁଣି ଜଣେ ଯାତ୍ରୀ, ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି  

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବିହାରର ମନୀଷ କୁମାର।...

ବଢ଼ିଲା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ, ୨୦୨୬ ଏପ୍ରିଲ ମଧ୍ୟରେ ବିବାଦ ସମାଧାନ ପାଇଁ ଲକ୍ଷ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏବେ ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଯାଏଁ କାର୍ଯ୍ୟ କରିବେ ଟ୍ରିବ୍ୟୁନାଲ। ମହାନଦୀ ଜଳବିବାଦର...

ଶ୍ରୀକ୍ଷେତ୍ରରେ ସୁନାବେଶ ପାଇଁ ଟ୍ରାଫିକ କଟକଣା: ଜାଣନ୍ତୁ କେଉଁଠି ରହିବ ଗାଡ଼ି, କେଉଁ ବାଟ ଦେଇ ବଡ଼ଦାଣ୍ଡକୁ ଯିବେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଠାକୁରଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ମହଣ ମହଣ ସୁନାରେ ସଜେଇ ହୋଇ ଗୁରୁବାର ଦିନ ଦର୍ଶନ ଦେବେ ବଡ଼ଠାକୁର। ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଜମିଛି...

ଛତିଶଗଡ଼: ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟପୁରଠାରେ ଥିବା ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା’ ମନ୍ଦିରଠାରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରୀତି...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆମାନେ ପାଳିଲେ ବାହୁଡ଼ା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶରର ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶାଖାପାଟଣାର ଲସ୍ଵନ ବେ କଲୋନୀରେ ଥିବା ଗୁଣ୍ଡିଚା ମନ୍ଦିରରୁ ଦଶପଲ୍ଲା ହିଲ୍ସଠାରେ ଥିବା ଜଗନ୍ନାଥ...

ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର। ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ମହାପାତ୍ରଙ୍କ ଅକାଳ ବିୟୋଗ...

ବାହାରିନରେ ଓଡ଼ିଆ ସମାଜ ଓ ଇସ୍କନ ପକ୍ଷରୁ ପାଳିତ ହେଲା ବାହୁଡ଼ା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ଓ ଇସ୍କନର ମିଳିତ ସହଯୋଗରେ ବୁଧବାର ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ...