ଜୁନ ୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସକାଳ ୮ଟାରୁ ୧୧ଟା ଯାଏଁ ବଡ଼ ଠାକୁରଙ୍କୁ ଦେଖିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୯ ତାରିଖ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ। ଏଥିପାଇଁ ସକାଳ ୮ଟାରୁ ୧୧ଟା ଯାଏଁ ଦର୍ଶନ ଚାଲିବ। ଉଭୟ ଟିକେଟଧାରୀ ଓ ସାଧରଣ ଲୋକମାନେ ଏହି...
୨ ମାସର କଟକଣା ପରେ ଆଜିଠୁ ପୁଣି ଆରମ୍ଭ ହେଲା ସମୁଦ୍ରରେ ମାଛ ଧରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସମୁଦ୍ର ଓ ନଦୀମୁହାଣରେ ଦୁଇମାସ ପରେ ଗୁରୁବାରଠାରୁ ପୁଣି ଆରମ୍ଭ ହେବ ମାଛ ଧରା। ଗତ ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଯାଏଁ...
ରଜରେ ପ୍ରସ୍ତୁତ କରନ୍ତୁ ପୋଡ଼ପିଠା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଜପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ...
ଭାରତୀୟ ବାୟୁ ସେନା ପକ୍ଷରୁ ‘ଆଫକାଟ୍ ପରୀକ୍ଷା’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁନ୍ ୩୦ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ୨୦୨୩ ଆଫକାଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି...
ରଜ ଏକ ପର୍ବ ନୁହେଁ, ଏହା ଏକ ଅନୁଭବ
ସୌମ୍ୟ ରଞ୍ଜନ ବିହାରା
ରଜର ଆଉ ସେ ମହକ ନାହିଁ। ଆଗରୁ ଯେପରି ଗାଁ ଗହଳିରେ ରଜ ପାଳନ ହେଉଥିଲା, ତାହା ଆଉ ଦେଖିବାକୁ ମିଳୁନି। ସେକାଳ ପୋଡ଼ ପିଠା ଆଉ ନାହିଁ, ସେ...
ବରଷକେ ଥରେ ଆସିଛି ରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ତ ଚାଲିଛି ଚାରିଆଡ଼େ ସଜବାଜ।
ବର୍ଷକୁ ଥରେ...
ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟର ଷ୍ଟିମ୍ ପାଇପ ଫାଟି ୧୮ ଶ୍ରମିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ଣରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ପାଇପରେ ବିସ୍ଫୋରଣ ଘଟି ୧୮ ଜଣ ଶ୍ରମିକ...
“ବିପଦ ସମୟରେ ସବୁବେଳେ ଆଗକୁ ଆସିଛି ଓଡ଼ିଶାର ସିଭିଲ୍ ସୋସାଇଟି”
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=m-nvqhoFCoI]
ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ହୋଇଥିବା ସିରିଜ ରେଳ ଦୁର୍ଘଟଣାରେ ଉଜୁଡ଼ି ଗଲା ଅନେକ ହସ ଖୁସିର ସଂସାର। ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ରଚିଥିଲା...
ଭାରତୀୟ ଇତିହାସର କାଳାନ୍ତର: ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ, ଜରୁରୀ ପରିସ୍ଥିତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନୀ ଅନିୟମିତତା ମାମଲାରେ ଇନ୍ଦିରା ସଦସ୍ୟତା ହରାଇବା ପରେ ଆଗକୁ କ’ଣ ହେବ ପୂରା ଦେଶ ଅପେକ୍ଷା କରି ରହିଥିଲା।
ଚଳିତ ବର୍ଷ ମୌସୁମୀ ବର୍ଷାରେ ଡେରି। ଚାରିଆଡ଼େ ପ୍ରବଳ ଗରମ।...
ଶୃଙ୍ଖଳିତ ରଥଯାତ୍ରା ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରାର ଆୟୋଜନ କରିବା ଲାଗି ଶେଷ ସମନ୍ଵୟ କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରାକୁ...





















