ଭାରତୀୟ ନୌସେନାର ଶକ୍ତି ବଢ଼ାଇବେ ୨,୫୮୫ ଅଗ୍ନିବୀର, ଆଇଏନଏସ୍ ଚିଲିକାରେ ପାସିଂ ଆଉଟ୍ ପ୍ୟାରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ୨,୫୮୫ ଜଣ ଅଗ୍ନିବୀର। ଏଥିଲାଗି ଓଡ଼ିଶାରେ ଥିବା ଆଇଏନଏସ୍ ଚିଲିକାରେ ଆୟୋଜିତ ହୋଇଯାଇଛି। ଅଗ୍ନିବୀରଙ୍କ ପ୍ରଥମ ପାସିଂ ଆଉଟ୍ ପ୍ୟାରେଡ୍। ଏହି ପ୍ୟାରେଡରେ ନୌସେନା ଅଧ୍ୟକ୍ଷ...

ନବରଙ୍ଗପୁରରେ ୯ ଦିନ ଧରି ଚାଲିବ ମା’ ଭଣ୍ଡାରଘରଣୀ ଓ ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରେ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନାତ୍ମକ ଘଟଯାତ୍ରା ବା ଘଟପର୍ବ। ଆସନ୍ତା ଏପ୍ରିଲ ୪ ତାରିଖ...

ଏପ୍ରିଲ ୧ ତାରିଖ ଯାଏଁ ଭିଜିବ ଓଡ଼ିଶା: ଆସନ୍ତା ୩୧ରୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ି ପବନ, ବିଜୁଳି ଘଡ଼ ସହ...

ପୁଣି ବଢ଼ିଲା ପାନ୍ ଓ ଆଧାର ଲିଙ୍କ ଅବଧି, ଏବେ ଜୁନ ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଏବେ ପାନ୍ ଓ ଆଧାର କାର୍ଡ ଲିଙ୍କ ଅବଧିକୁ ପୁଣିଥରେ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏବେ ଏହି ଦୁଇ କାର୍ଡକୁ ଲିଙ୍କ କରିବାର ଶେଷ ତାରିଖ ଜୁନ ୩୦ ଯାଏଁ...

ମଡେଲିଂରୁ ଜ୍ୟୋତି ମିଶ୍ରଙ୍କ ଅଭିନୟ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ak1BVtyV8J0] ମଡେଲିଂରୁ ଅଭିନୟ ଜଗତରେ ପାଦ ଦେଇଥିଲେ ଓଲିଉଡ ଅଭିନେତ୍ରୀ ଜ୍ୟୋତି ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ ଜ୍ୟୋତିଙ୍କୁ ଦେଇଥିଲା ଅଭିନୟର ନିଆରା ଅନୁଭୂତି। ଏହି ଚଳଚ୍ଚିତ୍ର...

ବର୍ଷ ୨୦୨୨-୨୩ ପାଇଁ ବଢ଼ିଲା ଇପିଏଫ ସୁଧହାର, ଏବେ ମିଳିବ ୮.୧୫ ପ୍ରତିଶତ ସୁଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ) ସୁଧହାର ବୃଦ୍ଧି ପାଇଛି। ବର୍ଷ ୨୦୨୨-୨୩ ପାଇଁ ଇପିଏଫରେ ୮.୧୫ ପ୍ରତିଶତ ସୁଧ ମିଳିବ। ପୂର୍ବ ବର୍ଷ ଏହି ସୁଧହାର ୮.୧୦ ପ୍ରତିଶତ ଥିଲା।...

ପୁଣି ରାଗିଂ ଅଭିଯୋଗ: କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆସିଲା ରାଗିଂ ଅଭିଯୋଗ। ଯାଜପୁର ଜିଲ୍ଲା କୋରେଇ ରଗଡ଼ି ସରକାରୀ ପଲିଟେକ୍ନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହ ମଙ୍ଗଳବାର ଦିନ କଲେଜ ହଷ୍ଟେଲରୁ ଝୁଲନ୍ତା...

ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩, ସାବଧାନ ଅସାଧୁ ବିଲ୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଠକି ଦେଇ ଖସି ଯାଇପାରିବେନି ବିଲ୍ଡର ରାଜ୍ୟରେ ଜମିଜମା ଓ ଘର କିଣାବିକା ହେବ ନିୟନ୍ତ୍ରିତ ଘର ମାଲିକଙ୍କ ଅଧିକାରକୁ ମିଳିବ ସୁରକ୍ଷା ଆପାର୍ଟମେଣ୍ଟଗୁଡ଼ିକରେ ସୋସାଇଟି ପଞ୍ଜିକରଣ ହେବ...

ସରି ଆସୁଛି ସମୟ, ମାର୍ଚ୍ଚ ୩୧ ପୂର୍ବରୁ ପାନ୍ କାର୍ଡ ସହ ଆଧାର କାର୍ଡର ସଂଯୋଗ କରାଇଦିଅନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ପର୍ଯ୍ୟନ୍ତ ପାନ୍ କାର୍ଡ ସହ ଆଧାର କାର୍ଡର ସଂଯୋଗ କରିନାହାନ୍ତି କି? ଯଦି କରିନାହାନ୍ତି ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶୀଘ୍ର ଏହି କାମ କରିଦିଅନ୍ତୁ। ନଚେତ ବ୍ଲକ ହୋଇପାରେ...
govt jobs

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଭିଏସରେ ବିଭିନ୍ନ ବିଭାଗରେ ଖାଲିଥିବା ମୋଟ ୧୦୧୦ଟି ଶିକ୍ଷକ ଓ...