ଓଡ଼ିଶା ଓ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଅନେକବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ବଡ଼ ସମସ୍ୟା ପାଲଟିଛି। ଦୁଇ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ...

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଦକ୍ଷତା ବିକାଶ ପାଇଁ ୧ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଆବେଦନର ଶେଷ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ସୁଯୋଗ। ରାଜ୍ୟର ଆଇଟିଆଇ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ...

ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟରେ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ଢାକା ସ୍ଥିତ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଶୁକ୍ରବାର ଦିନ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୁଡିଓ ଏବଂ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।...

‘‘ମେଁ ଡରୁଙ୍ଗା ନହିଁ, ମେଁ ସବାଲ୍‌ ପୁଛନା ବନ୍ଦ ନହିଁ କରୁଙ୍ଗା’’ – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ସଚ୍ଚାଇ ମେରା ତପସ୍ୟା ହୈ। ୟେ ମେରା ଖୁନ୍‌ ମେଁ ହୈ’’ ‘‘ୟେ ତପସ୍ୟା ମେଁ ଜାରି ରଖୁଙ୍ଗା’’ ‘‘ମେଁ ସବାଲ୍‌ ପୁଛନା ବନ୍ଦ ନହିଁ କରୁଙ୍ଗା’’ ‘‘ମେଁ ଡରୁଙ୍ଗା ନହିଁ’’ କେନ୍ଦ୍ରର ବିଜେପି...

ଆଜିର ଡିଜିଟାଲ ଯୁଗରେ ‘ଷ୍ଟ୍ରାଟେଜିକ୍ କମ୍ୟୁନିକେସନ’ର ଭୂମିକା ଗୁରୁତ୍ଵପୂର୍ଣ୍ଣ – ଡକ୍ଟର ମୋଖତାରୁଦ୍ଦିନ ଅହମ୍ମଦ

ଓଡ଼ିଶାଲାଇଭ୍ ବ୍ୟୁରୋ "ଆଜିର ଡିଜିଟାଲ ଯୁଗରେ ଗଣ ଯୋଗାଯୋଗର କ୍ଷେତ୍ର ଅନେକ ଦିଗକୁ ପ୍ରସାରିତ ହୋଇଛି। ଆଜିର ଯୋଗାଯୋଗ କ୍ଷେତ୍ରକୁ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ନୂଆ ଦିଗ ଦେଇଛି। ତେଣୁ...

ପୁଣି କୋଭିଡ ଡର: ଦେଶରେ ଦିନକରେ ୧୫ ଶହ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଲାଣି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା...

ସରିପାରୁନି କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ: କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚଠି ଲେଖିଛନ୍ତି। ୫ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ...

ଆଜି ରାଜ୍ୟ ଓକିଲ ସଂଘର ନିର୍ବାଚନ, ଓଡ଼ିଶାର ୧୫୩ଟି ବାର୍ ଆସୋସିଏସନରେ ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହୋଇଛି ଓକିଲ ସଂଘର ନିର୍ବାଚନ। ରାଜ୍ୟର ମୋଟ ୧୫୩ଟି ବାର୍ ଆସୋସିଏସନରେ ଶନିବାର ଭୋଟ ଗ୍ରହଣ ଚାଲିଛି। ୱାନ୍ ବାର ୱାନ୍ ଭୋଟ ନିୟମ ଅନୁସାରେ ଗୋଟିଏ ଦିନରେ...

ଓଡ଼ିଶାରେ ଆଇଏଏସ ସ୍ତରରେ ଅଦଳବଦଳ, ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟରେ ଆଇଏଏସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ଏବେ ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ ଧଳ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଛନ୍ତି। ସେ ରାଜ୍ୟ ମୁଖ୍ୟ...

ଏନବିସିସି ଇଣ୍ଡିଆ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୧୫

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଅଧିନସ୍ଥ ନାସନାଲ୍ ବିଲ୍ଡିଂ କନ୍ସଷ୍ଟ୍ରକସନ କର୍ପୋରେସନ (ଏନବିସିସି) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନବିସିସି ଇଣ୍ଡିଆରେ ବିଭିନ୍ନ ବିଭାଗରେ ଖାଲିଥିବା ଜେନେରାଲ ମ୍ୟାନେଜର...