ନୂଆ ରୂପ ନେଉଛି ବିଜୁ ବାବୁଙ୍କ ‘ଡାକୋଟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ...
ମେ’ ଦ୍ଵିତୀୟ ସପ୍ତାହରେ ଓଜେଇଇ ପରୀକ୍ଷା, ମାର୍ଚ୍ଚ ୨୦ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ମେ' ମାସ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଏଥିଲାଗି ମେ’ ୮, ୯, ୧୦, ୧୧ ଓ ୧୨ ତାରିଖରେ ପ୍ରବେଶିକା ପରୀକ୍ଷା...
ଜୟପୁର: ୧ କୋଟି ଟଙ୍କାର ଗଞ୍ଜେଇ ଓ ଗୋଟିଏ ମାଉଜର ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ପୋଲିସ ଇରିଗେସନ କଲୋନୀରେ ଥିବା ଏକ ଘରୁ ଏକ କୁଇଣ୍ଟାଲ ୧୪୫ କେଜି ଗଞ୍ଜେଇ ଓ ଗୋଟିଏ ମାଉଜର ଜବତ କରିଛି। ଜବତ ଗଞ୍ଜେଇର...
ଓଡ଼ିଶାରେ ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ, ୟୁନେସ୍କୋ ଏବଂ କିସ୍ ମଧ୍ୟରେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୟୁନେସ୍କୋର ତରଫରୁ କରାଯାଉଛି ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ। ଖୁବଶୀଘ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। ଏଥିଲାଗି ୟୁନେସ୍କୋ, ରାଜ୍ୟ କ୍ରୀଡ଼ା...
ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ଵଭୂଷଣ ହରିଚନ୍ଦନ
ଓଡ଼ିଶାଲାଇଭ୍ ବ୍ୟୁରେ
ଛତିଶଗଡ଼ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ଵଭୂଷଣ ହରିଚନ୍ଦନ। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଗୁରୁବାର ଦିନ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର...
ଓଡ଼ିଶା ବଜେଟ ୨୦୨୩-୨୪: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୬ ହଜାର ୪୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ବଜେଟ। ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରିଥିଲ। ବଜେଟରେ ରାଜ୍ୟ...
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆର୍ଥିକ ବଜେଟ ୨୦୨୩-୨୪ରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ...
ଓଡ଼ିଶା ବଜେଟ ୨୦୨୩-୨୪: ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି। ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବଜେଟ ଉପସ୍ଥାପନ କରିବା ସମୟରେ ଏ ନେଇ ସୂଚନା ଦେଇଛନ୍ତି। ଏହି ସହାୟତା ରାଶିରେ...
ଓଡ଼ିଶା ବଜେଟ ୨୦୨୩-୨୪: ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମିଳିବ ସ୍କୁଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବଜେଟ ୨୦୨୩-୨୪ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଆସୁଥିବା ରାଜ୍ୟ ସରକାର ଚଳିତ ବଜେଟରେ ମିଶନ ଶକ୍ତି ମା'ମାନଙ୍କୁ ଆହୁରି ସଶକ୍ତ କରିବା...
ସୁନ୍ଦରଗଡ଼ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଇଲଟ୍ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ
୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟାଙ୍କୁ ଜୀବିକା
ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ
ସୁନ୍ଦରଗଡ଼...





















