ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା। କୋରାପୁଟରେ ଅନୁଭୂତ ହେଉଛି ସାଂଘାତିକ ଶୀତ। ସେମିଳିଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ତାପମାତ୍ରା। ୬ଡିଗ୍ରୀ ତଳେ ପାରଦ ରହିବା ସହିତ ରାଜ୍ୟର ସବୁଠୁ...

ଦିନକ ପରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨:  ଓଡ଼ିଶାରେ ନିବେଶର ନୂଆ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩୦ ତାରିଖ ଦିନ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହି ମେଗା ଇଭେଣ୍ଟ ପୂର୍ବରୁ...

ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟରେ ସହମତି, ଏୟାର ଇଣ୍ଡିଆ ସହ ମିଶିବ ଭିସ୍ତାରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାହିର କରିବ ଟାଟା। କିଛିଦିନ ତଳେ ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିଥିବା ପରେ ଏବେ ଭିସ୍ତାରା ଏୟାରଲାଇନ୍ସକୁ ନିଜ ବ୍ରାଣ୍ଡ ସହ ମିଶ୍ରଣ...

ସୀମା ଜଗିବେ ଚିଲ: ସେନାରେ ସାମିଲ ହେବାକୁ ଚାଲିଛି ଚିଲଙ୍କ ପ୍ରଶିକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସୀମା ସୁରକ୍ଷାରେ ନିୟୋଜିତ ହେବେ ଚିଲ। ଏଥିପାଇଁ ଭାରତୀୟ ସେନା ପକ୍ଷରୁ ଚିଲଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଶତ୍ରୁର ଡ୍ରୋନକୁ ନଷ୍ଟ କରିବା ଲାଗି ଭାରତୀୟ ସେନା ପାଇଯାଇଛି ବିକଳ୍ପ ଉପାୟ। ଏଥର...

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ପକ୍ସୋ କୋର୍ଟ।...

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ: କରୋନା ଟିକାରେ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କରୋନା ଟିକା ଦ୍ୱାରା ହୋଇଥିବା କଥିତ ମୃତ୍ୟୁ ପାଇଁ କେନ୍ଦ୍ର ସରକାର କୌଣସି ଦାୟିତ୍ୱ ନେବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାର...

ପଦ୍ମପୁରରେ ବଦଳୁଛି ରାଜନୈତିକ ପାଣିପାଗ: ଜିଏସଟି ଚଢ଼ଉ ବେଳେ ବିଜେପିର ହସ୍ତକ୍ଷେପକୁ ନିନ୍ଦା କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ବଦଳୁଥିବା ଦେଖିବାକୁ ମିଳୁଛି। ସୋମବାର ସକାଳେ ୩ଟି ସ୍ଥାନରେ ଆଇଟି ଚଢ଼ଉ କରାଯାଇଥିବାବେଳେ ସନ୍ଧ୍ୟାରେ ଜିଏସଟି ଚଢ଼ଉ ହୋଇଥିଲା। ଜିଏସଟି ଚଢ଼ଉ...

ତୃତୀୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ମାହାତ୍ମା ଗାନ୍ଧୀ ମାର୍ଗ ଏବେ ଶିକ୍ଷକମୟ। ତିନିଦିନ ଧରି ବିଦ୍ୟାଳୟ  ଛାଡ଼ି ଧାରଣାରେ ହଜାର ହଜାର ଶିକ୍ଷକ। ରାଜ୍ୟର କୋଣଅନୁକୋଣରୁ ୩ ଦଫା ଦାବି ହାସଲ ପାଇଁ ରାଜଧାନୀରେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ଵାଇଁ। "ଅର୍ଚ୍ଚନା ମୋତେ ବ୍ଲାକମେଲ କରୁଥିଲେ" ଇଡି କାର୍ଯ୍ୟାଳୟକୁ ଯିବା...

ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ,...