ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକା ଗଣଦୁଷ୍କର୍ମ ହତ୍ୟା ମାମଲାର ବିଚାର କରିଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ପକ୍ସୋ କୋର୍ଟ।

୨୦୧୪ ମସିହାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିଲା ଏହି ଗଣଦୁଷ୍କର୍ମ। ଚକୋଲେଟ୍ ନେଇ ଫେରୁଥିବା ବେଳେ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ଉଠାଇ ନେଇ ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ ସେମାନଙ୍କ ମଧ୍ୟରୁ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି

Tags: #Jagatsinghpur #Tirtol #DeathSentence #Rape #Minor #POCSOCourt #Odisha

LEAVE A REPLY

Please enter your comment!
Please enter your name here