ଚାକିରି ଛାଡ଼ି ସଫଳ ଚାଷୀ ପାଲଟିଛନ୍ତି ରାୟଗଡ଼ାର ଯୁବ ଇଂଜିନିୟର ସତ୍ୟ ପ୍ରବୀଣ

ଓଡ଼ିଶାଲାଇଭ୍ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପେସାରେ ଜଣେ ଇଂଜିନିୟର, ହେଲେ ନିଶା ତାଙ୍କର ଚାଷ। ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ସହ ଆଉ...

କେନ୍ଦୁପତ୍ର ତୋଳାଳିଙ୍କୁ ଧମକ: ପାଇକମାଲ ଥାନାରେ ଅଭିଯୋଗ କଲେ ଟେମରି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବାବେଳେ ଏହାରି ମଧ୍ୟରେ ଶନିବାର ଦିନ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାଇକମାଳ ବ୍ଲକ ଟେମରି ଗ୍ରାମର ଲୋକେ। ପାଇକମାଳ ଥାନାରେ...

ଲାଞ୍ଚ ନେବା ଅଭିଯୋଗରେ ଏଆରଆଇ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଏଆରଆଇ ଅମିତ କୁମାର ବେହେରା। ଜମି ପଟ୍ଟା କରାଇଦେବାକୁ ଜୟପୁର ସହରର ପାରାବେଢ଼ା ଛକଠାରେ ଟଙ୍କା ନେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା...

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସରେ ଇ-ସ୍କୁଟର ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମ୍ପସ୍ ପରିସର ଏବଂ ସହର ମଧ୍ୟରେ ଯାତାୟତ କରିବା ଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ସ୍କୁଟର ଉପଲବ୍ଧ କରିଛି ‘ସୋଆ’। ପୂର୍ବରୁ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)...

ପଦ୍ମପୁର ଉପନିର୍ବାଚନ: ବିଜେପିର ଚାଲିଛି ପ୍ରଚାର ଜୋରଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି। ବିଭିନ୍ନ ପ୍ରସଂଗ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି ପ୍ରଚାର କାର୍ଯ୍ୟ। ଶନିବାର ଦିନ ଝାରବନ୍ଧ ବ୍ଲକର କୁମିର...

ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ନଭେମ୍ଵର ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା...

ଇସ୍ରୋ ପକ୍ଷରୁ ଓସେନସ୍ୟାଟ-୦୬ ସହ ଅନ୍ୟ ନାନୋ ସ୍ୟାଟେଲାଇଟର ସଫଳ ଉତକ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ୯ଟି ସ୍ୟାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଶନିବାର ସକାଳ ୧୧ଟା ୫୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି।...

ଡିସେମ୍ବର ପହିଲା ସୁଦ୍ଧା ମିଳିବ ଶୀତ ସହାୟତା, ୩୦୦ ଟଙ୍କା ଲେଖାଏଁ ପାଇବେ ୪୮ ଲକ୍ଷ ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନକୁ ଦିନ ତାପମାତ୍ର ହ୍ରାସ ପାଉଛି। ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ , ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ, ଏହା ଦ୍ୱାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚିପାରିବ।...

ଗଜପତି ଜିଲ୍ଲା ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ଵିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ସେପ୍ଟେମ୍ବର ମାସରେ ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ...