ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା। ଆଜି ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ...

ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ଚୁଲା ମେକାନିକ ଚିକୁ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ନୟାଗଡ଼ ସହରରେ ଅସହାୟ ଏବଂ ନିରାଶ୍ରୟମାନଙ୍କ ଅନ୍ନଦାତା ସାଜିଛନ୍ତି ବିଭୁତି ଭୂଷଣ ପଟ୍ଟନାୟକ। ଚିକୁ ପଟ୍ଟନାୟକ ଭାବେ ସେ ବେଶ ପରିଚିତ। ପେଶାରେ ଚିକୁ...

ନବରଙ୍ଗପୁରରେ ୧୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନବରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ମେଧାବୀ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ସରସ୍ୱତୀ...

ଓଡ଼ିଶାରେ କୋଭିଡ ସ୍ଥିତି: କମୁଛି ଦୈନିକ ସଂକ୍ରମଣ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା କମିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୮୧ ଜଣ ନୂଆ କୋଭିଡ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍...

ରାଜ୍ୟରେ ମଙ୍କିପକ୍ସ ସ୍ଥିତିକୁ ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍କିପକ୍ସକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମଙ୍କିପକ୍ସ ସ୍ଥିତି ମମ୍ପର୍କରେ ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ବସିବ ଉଚ୍ଚସ୍ତରୀୟ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ...

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭୁଲ ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ ଭୁଲ ମାଗିଲେ। ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ...

ରାଜଧାନୀ ଭୁବନେଶ୍ଵରରେ ଗଡ଼ିଲା ଇ-ବସ ଓ ଇ-ରିକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ...

ଶିକ୍ଷକ ନିଯୁକ୍ତି ଘୋଟାଲା: ବଢ଼ୁଛି ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଛନ୍ଦି ହୋଇଥିବା...

ନୟାଗଡ଼: ଦୁର୍ଦ୍ଦିନରେ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ାଙ୍କ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢ଼ିପି ପଞ୍ଚାୟତ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସହିଦ କଣ୍ଡୁରି ପରିଡ଼ାଙ୍କ ପରିବାର। ମହାତ୍ମା...
ojee exam

ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ) ପ୍ରିଲିମ୍ ପରୀକ୍ଷା। ୨୦୨୦ ବର୍ଷର ଏସିଏସ ପରୀକ୍ଷାର ମୁଖ୍ୟ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇନଥିବାବେଳେ ଏବେ ୨୦୨୧-୨୨...