ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଗାଲିରହିଥିବା ସବୁ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ। ଓଡ଼ିଶାର ଆଦିବାସୀ ନେତ୍ରୀ ତଥା...
ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କ ଯୋଦ୍ଧା ହେଲେ ଯଶଓ୍ୱନ୍ତ ସିହ୍ନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଯଶଓ୍ୱନ୍ତ ସିହ୍ନା ହୋଇଛନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ। ମଙ୍ଗଳବାର ବିରୋଧୀ...
ପୁରୀରେ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସ୍ତାବିତ ପୁରୀ ରେଳ ଷ୍ଟେସନର ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ।...
ଅନୁଭବଙ୍କୁ ଝଟ୍କା: ଶଶୁରଘରେ ରହିପାରିବେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ। କିଛି ଦିନ ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇଥିଲାବେଳେ ଆଜି କିନ୍ତୁ...
ବିଧାୟକ ଦଳ ନେତା ପଦରୁ ଏକନାଥଙ୍କୁ ବହିଷ୍କାର କଲା ଶିବସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଝଟକା ଦେଇ ୨୦ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଅନ୍ତର୍ଦ୍ଧାନ ହୋଇଥିବା ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଶେଷରେ ମୁହଁ...
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଉଦ୍ଧବ ସରକାରଙ୍କ ଚୌକି ଟଳମଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନ ପରିଷଦ ନିର୍ବାଚନ ପରେ ମହାରାଷ୍ଟ୍ରରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଶିବସେନାର ଖରାପ ପ୍ରଦର୍ଶନ ପରେ ଦଳ ଭିତରେ ଏବେ କନ୍ଦଳ ଦେଖାଦେଇଛି। ଏବେ ସଙ୍କଟରେ ରହିଛନ୍ତି ଉଦ୍ଧବ...
ଚଳିତ ବର୍ଷ ବୀମାଭୁକ୍ତ ହେବ ୧୭ଟି ଫସଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ୧୭ଟି ଫସଲ ବୀମାଭୁକ୍ତ ହେବ। ଖରିଫ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ...
ବିଶ୍ଵବ୍ୟାପି ପାଳନ କରାଯାଉଛି ଯୋଗ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ଵବ୍ୟାପି ପାଳନ କରାଯାଉଛି ଯୋଗ ଦିବସ। କେବଳ ଗୋଟିଏ ଦିନ ନୁହେଁ, ଦୈନିକ ଯୋଗ କରିବା ଆବଶ୍ୟକ। ଏହା ଶରୀର ଓ ମନକୁ ଶାନ୍ତି...
ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ: ଇଟାଲୀରେ ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ସାକ୍ଷାତ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋମ ଏବଂ ଦୁବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଁଚିଛନ୍ତି। ଇଟାଲୀରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ...
ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହୋଇକୋର୍ଟ...





















