କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ : ଶ୍ରେଣୀ ଗୃହରେ ‘ହିଜାବ’ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦରେ ରହିଥିବା ହିଜାବ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହିଜାବ ପିନ୍ଧି ସ୍କୁଲ କଲେଜ ଯିବା ନିମନ୍ତେ ମୁସଲମାନ ଛାତ୍ରୀଙ୍କ ପକ୍ଷରୁ ହୋଇଥିବା ସମସ୍ତ...

ରାଜ୍ୟରେ ବଢ଼ିବ ତାତି: ଦିନ ୧୧ଟାରୁ ୩ଟା ଗଡ଼ିବନି ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ଅସହ୍ୟ ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏହାର ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା...

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏଏସଆଇଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏଏସ୍ଆଇଙ୍କୁ ମୃତ୍ୟୁ ହୋଇଛି। ମୃତ ଏଏସଆଇ ହେଉଛନ୍ତି ଆଇଟିବିପି ୫୩ ବାଟାଲିଅନର ରାଜେନ୍ଦ୍ର ସିଂ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି।...

ମାର୍ଚ୍ଚ ୧୬ରୁ କୋଭିଡ ଟିକା ନେବେ ୧୨ରୁ ୧୪ ବର୍ଷର ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ...

ଇତିହାସ ରଚିଲା ବିଜେଡି : ଦଖଲ କଲା ୩୦ ଜିଲ୍ଲା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା...

ଆଜିଠୁ ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା...

ୟୁକ୍ରେନକୁ ଛାରଖାର କଲାଣି ରୁଷ: କ୍ଵିଭକୁ କବ୍‌ଜାକୁ ନେବାକୁ ପ୍ରୟାସ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଧ୍ଵଂସ ଲୀଳା ଜାରି ରଖିଛି ରୁଷ। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସୋମବାର ୧୯...

ଏଥର ରାଜ୍ୟରେ ଅସହ୍ୟ ହେବ ତାତି: ୧୬ ଓ ୧୭ ତାରିଖ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଅସହ୍ୟ ତାତି ବଢ଼ିବ। ଏଥର ବି ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଧୀରେ ଧୀରେ ତାପ ମାତ୍ରାରେ ବୃଦ୍ଧି ହେଉଥିବାରୁ ଦୁଇ ଦିନ ପରେ ଅର୍ଥାତ୍ ୧୬ ଏବଂ ୧୭...

କଟକରେ ଜମୁଛି ଲଢ଼େଇ – କିଏ ହେବେ ମହାନଗର ନିଗମର ମେୟର?  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ...

ହଟିଲା କଟଣା: ଏଥର ରବିବାର ବି କରିହେବ ଜଗା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ   ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ...