କିଟ୍‌ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏନଏଚଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‌ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନି। ଏହି ଘଟଣାକୁ ୧୭ ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ସଠିକ ତଦନ୍ତ ହୋଇପାରି ନାହିଁ। ଏହି ଘଟଣାର ଟିକିନିଖି...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ ଷଷ୍ଠୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ଘନଉଛି ରାଜନୀତି: ବିଜେପି ଉପରେ ବର୍ଷିଲା ବିଜେଡ଼ି  

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ ବିଜେଡି।...

ଭୁବନେଶ୍ଵର: ଆଇସିଏସଏସଏସଆର ପକ୍ଷରୁ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଆଇସିଏସଏସଏସଆର ଆନୁକୂଲ୍ୟରେ ଭୁବନେଶ୍ଵର ସହିଦନଗରସ୍ଥିତ ଜେହୋବା ଗ୍ରୁପ ସମ୍ମିଳନୀ କକ୍ଷଠାରେ ଏକ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ସାହିତ୍ୟିକ...

ଇତିହାସ ରଚିଲା ‘ବ୍ଲୁ ଘୋଷ୍ଟ’: ପ୍ରଥମ ଘରୋଇ ମହାକାଶ ଯାନ ଭାବେ ଚନ୍ଦ୍ରରେ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଘରୋଇ ମହାକାଶ କମ୍ପାନି ଫାୟାରଫ୍ଲାଏ ଏରୋସ୍ପେସର 'ବ୍ଲୁ ଘୋଷ୍ଟ' ମିଶନ ଐତିହାସିକ ସଫଳତା ହାସଲ କରିଛି। ରବିବାର ଏହି ମିଶନରେ ଯାଇଥିବା ମହାକାଶ ଯାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ...

ଓଡ଼ିଶାରେ ଏପ୍ରିଲ ମାସରୁ ପାର୍ଟ ପ୍ଲଟ ପଞ୍ଜୀକରଣ – ରାଜସ୍ୱ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏପ୍ରିଲ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜସ୍ୱ ବିଭାଗକୁ ଦିଆଯାଇଛି।...

ନବ ଦାସ ହତ୍ୟା ମମଲା: ଆଜି କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାକୁ ନେଇ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ...

‘ଓଡ଼ିଆ ବିଭବ’ ଡିଜିଟାଲ ପାଠାଗାରରେ ୧୫ ହଜାର ବହି ସଂରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ସମୟରେ ଡିଜିଟାଇଜେସନ ଆଡ଼କୁ ଅଗ୍ରସର ହେଉଛି ଭାରତ। ଗୋଟିଏ କ୍ଲିକ୍‌ରେ ଦୁନିଆ ଯାକର ଖବର ମିଳିଯାଉଛି। ଏଭଳି ସମୟରେ ‘ଓଡ଼ିଆ ବିଭବ’ ୱେବ୍‌ସାଇଟ୍ ଡିଜିଟାଲ ପାଠାଗାର ଏକ ନୂଆ ସାଧନ...

ଭୁବନେଶ୍ୱରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର ଶୁଭାରମ୍ଭ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର (ଓଓଏସି) ଶୁଭାରମ୍ଭ ହୋଇଛି। ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ  କରାଯାଉଛି। ରବିବାର ଉପମୁଖ୍ୟମନ୍ତ୍ରୀ କନକ...

ଓଡ଼ିଶାରେ ବଢ଼ି ଚାଲିଛି ତାତି: ୩୭ ଡିଗ୍ରୀ ଉପରେ ୧୦ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୦ ସହରର ତାପମାତ୍ରା...