ଏ ବର୍ଷ ବି ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦିନ ପାଳନ ଚର୍ଚ୍ଚ ଭିତରେ ସୀମିତ ରହିବ ଉତ୍ସବରେ ୫୦ ଲୋକଙ୍କୁ ଅନୁମତି ହେବନି ଜିରୋ ନାଇଟ୍ ସେଲିବ୍ରେସନ ବଣଭୋଜି ମନା କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ଦିନ...

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟଙ୍କ ପରଲୋକ

ଡ଼ିଶାଲାଇଭ୍ ବ୍ୟୁରୋ ଗାର୍ଡ ଅଫ୍ ଅନର ପାଇଁ ବିଧାନସଭା ପରିସରକୁ ନିଆଯିବ ପାର୍ଥିବ ଶରୀର ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ କୋଦଳାସ୍ଥିତ ବାସଭବନକୁ ଯିବ ମରଶରୀର ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଛି।...

ଖବର କାଗଜ ହକରଙ୍କୁ ୬ ହଜାର ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୩୦୦ ପଞ୍ଜୀକୃତ ହକର ପାଇଲେ ୬ ହଜାର ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୪.୩୮ କୋଟି ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୨ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ...

ଓମିକ୍ରନ ନେଇ ସତର୍କ କରିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାୟାବିସ୍ତାର କରୁଛି ଓମିକ୍ରନ ଭିଡ଼କୁ ଯିବାକୁ ବାରଣ ସମଗ୍ର ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଓଡ଼ିଶାରେ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍କାଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା...

ଓଡ଼ିଶାଲାଇଭ୍ ବ୍ୟୁରୋ ଉପକୃତ ହେବେ ୩୦ ଲକ୍ଷ ପରିବାର ଖର୍ଚ୍ଚ ହେବ ୧୪ ଶହ ୪୪ କୋଟି ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ...

ଆନ୍ଧ୍ରପ୍ରଦେଶ : ଗୋଟିଏ ପରିବାରର ୪ ଆଇପିଏସ୍ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ୟୁପିଏସସି ପରୀକ୍ଷା ଦେବା ଏବଂ ସେଥିରେ ସଫଳତା ପାଇବାର ସ୍ଵପ୍ନ ସମସ୍ତଙ୍କର ପୂରା ହୋଇନଥାଏ। ଏଥିପାଇଁ କଠିନ ପରିଶ୍ରମ, ତ୍ୟାଗ ଓ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ...

ଓଡ଼ିଆ ଝିଅ ମୋନା ବିଶ୍ଵରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ ଭିସା’

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ।...

ପୁରାତନ ଖବରକାଗଜ ସଂଗ୍ରହ ପାଇଁ ଓଏମ୍‌ଜି ରେକର୍ଡ ବୁକରେ ସ୍ଥାନ ପାଇଲେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ତଥା ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ ବୁକରେ ସ୍ଥାନ ପାଇଛି। ସର୍ବାଧିକ ଖବରକାଗଜ ସଂଗ୍ରହ କରିଥିବା ନିମନ୍ତେ...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ମଙ୍ଗଳବାର ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ...

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଜନିତ ସଟ୍‌ଡାଉନ ବେଳେ କଟକ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...