ମଧ୍ୟପ୍ରଦେଶ ରାୟସେନ ଜେଲରେ ୬୪ କଏଦୀ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ଆତଙ୍କ ବର୍ତ୍ତମାନ ସବୁଠି। ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଥିମଧ୍ୟରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଏକ ଜେଲରେ ୬୪ ଜଣ କଏଦୀ କରୋନାର ଶିକାର...
ବାର୍ଥ ଡେ’ ସ୍ପେଶାଲ: କମ ବୟସରୁ ସଫଳତାର ସ୍ୱାଦ ଚାଖିଛନ୍ତି ଗାୟକ ଅରମାନ ମଲିକ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ୟଙ୍ଗ୍ ରୋମାଣ୍ଟିକ ସିଙ୍ଗର ଅରମାନ ମଲିକ୍ ଆଜି ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। କମ ବୟସରୁ ହିଁ ବଲିଉଡକୁ ଅନେକ ହିଟ୍ ଗୀତ ଦେଇ ଢ଼େର୍ ଲୋକପ୍ରିୟତା...
ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସା କରି ଟୁଇଟ୍ କଲେ କ୍ରିକେଟର ମହମ୍ମଦ କୈଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହାୟ ରୋଗୀଙ୍କ ସେବା ହେଉ ବା କୌଣସି ରୋଗୀର ଅନ୍ତିମ ସଂସ୍କାର, ସବୁଠି ଉପସ୍ଥିତ ଥାନ୍ତି କଟକର ଅଭିମନ୍ୟୁ ଦାସ। ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ଆଗଭର। ଏନେଇ ଭାରତର...
୮୪ ହଜାର ୬ ଶହ ବର୍ଗଫୁଟରେ ତିଆରି ହେବ ଭବ୍ୟ ରାମମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାସାଙ୍ଗରେ ୫୦ ହଜାରରୁ ଅଧିକ ଭକ୍ତ କରିପାରିବେ ପୂଜା
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ଆଗେଇ ଚାଲିଛି ପ୍ରସ୍ତୁତି। ନିକଟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ଡିଜାଇନକୁ ପ୍ରସ୍ତୁତ କରାଯାଇଛି।...
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ଛଅ ଲକ୍ଷ ପାର୍, ଆମେରିକା ଓ ବ୍ରାଜିଲରେ ସ୍ଥିତି ଗୁରୁତର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ଛଅ ଲକ୍ଷ ୧୪ ହଜାରରୁ ଅଧିକ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଏକ କୋଟି ୪୮ ଲକ୍ଷ ଟପିଲାଣି। ତେବେ କରୋନା ସଂକ୍ରମଣରେ...
ଆସନ୍ତା ବର୍ଷ ଆରମ୍ଭରେ ଆସିପାରେ କରୋନା ଟିକା, ମୂଲ୍ୟ ମାତ୍ର ହଜାରେ ଟଙ୍କା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଗାମୀ ମାସରେ ଭାରତରେ ହେବାକୁ ଯାଉଛି କରୋନା ଟିକାର ମାନବ ପରୀକ୍ଷଣ। ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବଜାରକୁ କରୋନା ଟିକା ଆସିପାରେ। ଏନେଇ ସୂଚନା ଜାରି କରିଛନ୍ତି ସେରମ୍...
ଆଜି ଶପଥ ନେବେ ବିଜେଡିର ଚାରି ରାଜ୍ୟସଭା ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଚାରି ସଦସ୍ୟ ଆଜି ସାଂସଦ ଭାବେ ଶପଥ ନେବେ। ସଂସଦର ହାଉସ ଅଫ୍ ଚାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।
ଗତ ମାର୍ଚ୍ଚ...
ଦେଶରେ ଗୋଟିଏ ଦିନରେ ୩୭,୭୨୪ଟି ପଜିଟିଭ୍ କେସ୍, ୬୪୮ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍
ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୬୪୮
ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫
ଦେଶରେ ଅନବରତ ବଢ଼ିଚାଲିଛି କରୋନା ଆକ୍ରାନ୍ତ...
CSIR-CIMFR: ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ଜୁଲାଇ ୨୫ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
CSIR-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ୍ ଫୁଏଲ୍ ରିସର୍ଚ୍ଚ (CIMFR) ଅଧୀନରେ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୨୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା...
ଜାଣନ୍ତି କି? ସାଉଥ୍ ଇଣ୍ଡଷ୍ଟ୍ରୀରୁ ଡେବ୍ୟୁ କରିଥିଲେ ଦୀପିକା ପାଦୁକୋନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସବୁଠାରୁ ଶୀର୍ଷରେ ଅଛନ୍ତି ଦୀପିକା ପାଦୁକୋନ। କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ତାଙ୍କ ଚର୍ଚ୍ଚା। ତେବେ ପ୍ରାୟ ସମସ୍ତେ ଜାଣନ୍ତି ଫିଲ୍ମ ‘ଓମ୍...




















