Independence Day

ପେଟ୍ରୋଲିଂ ବେଳେ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବାଦାମ ଛକ ନିକଟରେ ସୋମବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ କାରରୁ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଯଶିପୁର ଥାନା...

ନୟାଗଡ଼ ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିବର୍ଷ ପରେ ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନୟାଗଡ଼ ଜିଲ୍ଲା ସ୍ଵତନ୍ତ୍ର ଶିଶୁ ଅଦାଲତ।...

ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୪ ଉଦଯାପିତ: ୧୨ ଲକ୍ଷରୁ ଅଧିକ ଜନ ସମାଗମ, ୫ କୋଟି...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ‘ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୪’ ଉଦଯାପିତ ହୋଇଯାଇଛି। ଜାନୁଆରି ୨୬ରୁ ଫେବ୍ରୁଆରି ୫ ତାରିଖ...

ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରଦ ଦାଶ): ବୌଦ୍ଧ ପୋଲିସ ନିକଟରେ ମଙ୍ଗଳବାର ଦିନ ଦୁଇଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମନିଷା ଥାଟି ଏବଂ ଚମ୍ପା କୋରମ। ଦୁହେଁ କେକେବିଏନ...

ସରିଲା ତିନିଦିନ ଧରି ଚାଲିଥିବା ଭାଷା ମହାକୁମ୍ଭ ‘ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଷା ସମ୍ମିଳନୀ ଓଡ଼ିଆ ଭାଷା ଇତିହାସରେ ଏକ ମାଇଲଖୁଣ୍ଟ ହେବ ବିଧାନସଭାରେ ଘୋଷଣା ହେବ ସମ୍ମିଳନୀର ନୀତିଗତ ନିଷ୍ପତ୍ତି ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆଉ ୩...

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନ: ‘ବିଜ୍ଞାନର ଭାଷା ରୂପେ ଓଡ଼ିଆ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qXZhMs2Maz4 ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସ ଷୋଡ଼ଶ ଆଲୋଚନା ସଭା ‘ବିଜ୍ଞାନର ଭାଷା ରୂପେ ଓଡ଼ିଆ’ର ସଭାପତି ରୂପେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ...

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନ: ଓଡ଼ିଶାର ଇତିହାସ ସମ୍ପର୍କରେ ବର୍ଣ୍ଣନା କଲେ ଜର୍ମାନ ଇଣ୍ଡୋଲଜିଷ୍ଟ...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=VR4YysObEb4&t=426s ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇବା ସହ ତୃତୀୟ ଦିନର ସଂପାନରେ ପ୍ରଫେସର ଡକ୍ଟର ଆନ୍ନେଟେ ସ୍କିମଡଚେନ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ...

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ଏବଂ ସହିଦ ଯବାନମାନଙ୍କୁ...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିନ: ‘୧୯୩୬ ଆଧୁନିକ ଓଡ଼ିଶାର ଅଭ୍ୟୁଦୟ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିନ ଖ୍ୟାତିସମ୍ପନ୍ନ ଐତିହାସିକ ପ୍ରଫେସର ନିବେଦିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ‘ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା’। ଏହି ଆଲୋଚନାରେ ବକ୍ତା ରୂପେ...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବ୍ରୁଆରି...