ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ଏବଂ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ଶୁକ୍ରବାର ଦିନ ୫ ଦିନିଆ ରିମାଣ୍ଡରେ ନେଇଛି...
ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଦା ନିଜର ବୋଲ୍ଡନେସ ଏବଂ ବିବାଦ ପାଇଁ ପରିଚିତ ଥିବା ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ମାତ୍ର ୩୨ ବର୍ଷ ବୟସରେ ପରଲୋକ ହୋଇଛି। ସର୍ଭାଇକଲ କ୍ୟାନ୍ସରରେ ପୀଡ଼ିତ...
ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ। ରାଞ୍ଚିସ୍ଥିତ ରାଜଭବନଠାରେ ଶୁକ୍ରବାର ଦିନ ଚମ୍ପଇ ସୋରେନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ।
ଜମି ଦୁର୍ନୀତି...
ଫେବ୍ରୁଆରି ୩ରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ: ଯୋଡ଼ି ହେବ ଗାଁଠୁ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭାଷା ସମ୍ମିଳନୀ ସହ ଅନଲାଇନରେ ଯୋଡ଼ି ହେବ ସମସ୍ତ ବ୍ଲକ ଓ ଗ୍ରାମ...
ଦାୟିତ୍ଵ ନେବା ପରେ ଉପାନ୍ତ ଅଞ୍ଚଳ ଗସ୍ତ କଲେ ବୌଦ୍ଧ ଜିଲ୍ଲାପଳ ଜେ ସୋନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ ସୋନାଲ। ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ଉପାନ୍ତ ଅଞ୍ଚଳକୁ ପ୍ରଥମ ଗସ୍ତ କରିଛନ୍ତି ଜି...
ଜମି ଦୁର୍ନୀତି ମାମଲା: ଜେଲ ଗଲେ ହେମନ୍ତ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲ ଗଲେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଦୁର୍ନୀତି...
ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୪-୨୫ରେ ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ ସହର ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ...
କଂଗ୍ରେସର ଘୋଷଣା: ନିର୍ବାଚନ ଟିକେଟ୍ ପାଇଁ କରିବାକୁ ହେବ ଅନଲାଇନ୍ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ସବୁ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କକଷା। ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ...
ଶୁକ୍ରବାରରୁ ଭାରତ-ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ: ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ବଢ଼ାଇଛି ଟିମ୍ ଇଣ୍ଡିଆର ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ। ବିଶାଖାପାଟଣାରେ ଏହି ମ୍ୟାଚ ଖେଳାଯିବ। ତେବେ ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ପଛୁଆ ରହିଛି। ଏବେ...
ଫେବ୍ରୁଆରି ୩ରୁ ତିନି ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୩ରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ସମୁହ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସରକାରଙ୍କ ଅପିଲ
(ଭୁବନେଶ୍ୱର):...





















