Independence Day

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୫ ବର୍ଷ, ସହିଦ ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଏଠାରେ...

ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସକୁ ପୁଣି ଝଟକା। ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ଅଂଶୁମାନ ମହାନ୍ତି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ଦିନ ସେ ନିଜ ଇସ୍ତଫା...

କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ଚାଷୀଙ୍କୁ ରୋକିବା ପାଇଁ ରାସ୍ତା ବନ୍ଦ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ଦେଶର ଏକାଧିକ କୃଷକ ସଂଗଠନ ଆରମ୍ଭ କରିଛନ୍ତି ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା...

ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ଵିନୀ ବୈଷ୍ଣବ, ବିଜେଡି ଜଣାଇଲା ସମର୍ଥନ           

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏନେଇ ବୁଧବାର ଦିନ ବିଜେପି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ୨୦୧୯...

ଆଜି ପବିତ୍ର ଶ୍ରୀପଞ୍ଚମୀ, ଧରାପୃଷ୍ଠରେ ବିରାଜିଛନ୍ତି ମା’ ସରସ୍ୱତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରୀପଞ୍ଚମୀ। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ସରସ୍ୱତୀ ଓ ଭକ୍ତଙ୍କ ମିଳନ ହୋଇଛି। ବୁଧବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’...

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ କମିଲା ବିଜୁଳି ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଗ୍ରୀଷ୍ମଋତୁ ପୂର୍ବରୁ କମିଲା ବିଜୁଳି ଦର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ (ଓଇଆରସି) ମଙ୍ଗଳବାର ଦିନ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ...

ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ୍ ଯୋଜନାରେ ଯୁବ ଗାଳ୍ପିକା ରୋଜାଲିନ ମହାନ୍ତି ମନୋନୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଯୁବ ଗାଳ୍ପିକା ରୋଜାଲିନ ମହାନ୍ତି। ରୋଜାଲିନ ମହାନ୍ତି ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ ଯୋଜନାରେ ମନୋନୀତ ହୋଇଛନ୍ତି। ଏହି ଯୋଜନାରେ ଯୁବ ଲେଖିକା ରୋଜାଲିନ ମହାନ୍ତିଙ୍କୁ...

ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହିତ୍ୟ ପତ୍ରିକା ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରଶାନ୍ତ କୁମାର ମଙ୍ଗରାଜ ୧୮ ଖଣ୍ଡରୁ ଊର୍ଦ୍ଧ୍ଵ...

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା: ୨୦୨୧ରୁ ୨୦୨୪ ଜାନୁଆରି ସୁଦ୍ଧା ୬,୪୯୩ ଜଣ ରୋଗୀ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଓ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ପ୍ରତି ମାସରେ ଉପକୃତ ହେଉଛନ୍ତି ୨୦୦ରୁ ୨୫୦ ଜଣ ରୋଗୀ ଆମ୍ବୁଲାନ୍ସରେ ରୋଗୀମାନଙ୍କ ପାଇଁ ରହିଛି ଅତ୍ୟାଧୁନିକ ସେବା (କେନ୍ଦୁଝର): ଆମ୍ବୁଲାନ୍ସ ଏକ...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ...