ଆଜି ପବିତ୍ର ବିଜୟାଦଶମୀ, ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ ସହ...
ଦୁର୍ଗାପୂଜା ସମୟରେ ୫ଟି ମୁଖ୍ୟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ତଥା କେତେକ ପ୍ରମୁଖ ସ୍ଥାନରେ ପାଳନ କରାଯାଇଥାଏ ୫ଟି ମୁଖ୍ୟ ପରମ୍ପରା। ସେହି ପରମ୍ପରା ବିଷୟରେ ଆସନ୍ତୁ ଜାଣିବା।
ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା...
ପ୍ରଶାସନିକ ସେବାରୁ ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର, ଏବେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ ସୋମବାର ଦିନ କେନ୍ଦ୍ର...
ଭାରତୀୟ ରେଳବାଇର ପୂର୍ବାଞ୍ଚଳ ଜୋନରେ ୩୧୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୬ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ପୂର୍ବାଞ୍ଚଳ ରେଳପଥ (ଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଜୋନର ବିଭିନ୍ନ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୧୧୫ଟି...
ବ୍ରେନ୍ ଷ୍ଟ୍ରୋକ୍କୁ ଚିହ୍ନିବେ କେମିତି?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/m20vcUnXYWE?si=9JImPR-iC13zUi7n
ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଉଥିବା ଅଧିକାଂଶ ବ୍ୟକ୍ତି ଅକର୍ମଣ୍ୟ ହୋଇଯାଆନ୍ତି। ଏମାନେ ନିଜ କାମ ମଧ୍ୟ ଠିକ୍ ଭାବେ କରିବାକୁ ସମର୍ଥ ହୁଅନ୍ତି ନାହିଁ। ବ୍ରେନ ଷ୍ଟ୍ରୋକ୍ର ଲକ୍ଷଣକୁ ଚିହ୍ନି...
ସାବଧାନ! ଭୁବନେଶ୍ଵର ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ। ଭିଡ଼ର ସୁଯୋଗ ନେଇ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲୋକଙ୍କ ଗହଣା,...
ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ପୁଣେର ପ୍ରବାସୀ ବସ୍ତିରେ ଋତୁସ୍ରାବ ଉପରେ ସାମାଜିକ ସଚେତନତା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ରବିବାର ଋତୁସ୍ରାବ ଉପରେ ଏକ ସାମାଜିକ ସଚେତନତା ଶିବିର ଆୟୋଜିତ ହୋଇଛି। ପୁଣେର ଦେହୁରୋଡ୍ ନିକଟସ୍ଥ ବିକାଶନଗର ପ୍ରବାସୀ ବସ୍ତିରେ ଏହାର ଆୟୋଜନ କରାଯାଇଥିଲା। ଏହି...
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିଶନ ସିଂ ବେଦୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ ସ୍ପିନର ବିଶନ ସିଂ ବେଦୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି...
କଟକ ଦଶହରାରେ ଚାନ୍ଦିମେଢ଼ର ଇତିହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ।
ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...
ସ୍କୁଲ୍ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ସହ ମୁକାବିଲାକୁ କରିବ ବ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ବର୍ଷ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏକ ବଡ଼...





















