Independence Day

ଓଡ଼ିଶାରେ ବଢ଼ୁଛି ବାୟୁ ପ୍ରଦୂଷଣ, ରାଜ୍ୟର ୬ ସହରରେ ସାଂଘାତିକ ସ୍ଥିତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ବଡ଼ ବଡ଼ ସହରରେ ବାୟୁ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ...

ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେଲେ ଶେଖ୍ ହସିନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍ ହସିନା। ମୋଟ ୩୦୦ ଆସନରୁ ୨୨୩ଟି ଆସନରେ ହସିନାଙ୍କ ଦଳ ଆଓ୍ଵାମୀ ଲିଗ୍ ବିପୁଳ ବିଜୟ ହାସଲ କରିଛି। ବିଜୟ...

ଜୟପୁରରେ ଭାଲୁ ଆତଙ୍କ, ସନ୍ଧ୍ୟା ହେଲେ ପଡ଼ିଯାଉଛି ଲୋକଙ୍କ ତାଟି କବାଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ। ଗତ ତିନିରୁ ଚାରିଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଭାଲୁମାନେ ଜନବସତି ଆଡ଼କୁ ଆସୁଥିବାରୁ...

ଭାରତ-ମାଳଦ୍ୱୀପ କୂଟନୈତିକ ସମ୍ପର୍କରେ ତିକ୍ତତା, ସୋସିଆଲ ମିଡିଆରେ ଲାଗି ରହିଛି ‘ବୟକଟ୍ ମାଳଦ୍ୱୀପ’ ଟ୍ରେଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ମାଳଦ୍ୱୀପ ସରକାରଙ୍କ କେତେକ ମନ୍ତ୍ରୀଙ୍କ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ଏହି ମାମଲା ଏବେ ଗୁରୁତର...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝି। ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ସେ ଇସ୍ତଫା ଦେଇଛନ୍ତି। ସୋମବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର...

ମନେ ରହିବେ ଅଭିନ୍ନ ସାର୍

ଅସିତ୍ ମହାନ୍ତି ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। ଅଭିନ୍ନ ସାର୍ ଚାଲିଗଲେ। କିନ୍ତୁ ଅଭିନ୍ନ ସାର୍ ମୋର ମନେ ରହିବେ ସବୁଦିନ। ମୁଁ ରେଭେନ୍ସାରେ ଓଡ଼ିଆରେ ଏମ୍.ଏ. ପଢ଼ିବା...

ରାଜ୍ୟପାଳ ରଘୁବର ଦାସଙ୍କ ନୟାଗଡ଼ ଗସ୍ତ, ଲୋକଙ୍କୁ ଭେଟିବା ସହ ବିଭିନ୍ନ ଯୋଜନାର କଲେ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଲୋକମାନଙ୍କ ସହ କଥା ହେବା ସହ ବିଭିନ୍ନ ଯୋଜନା ବାବଦରେ ପଚାରି ବୁଝିଛନ୍ତି। ଏହାସହ...

ଓଡ଼ିଶାରେ ପୁଣି ଶୀତଲହରୀ, ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ପରେ ପୁଣି ଶୀତଲହରୀ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୯ଟି ସହରର ତାପମାତ୍ରା...

ମାଲକାନଗିରି ବିମାନବନ୍ଦରରେ ହେଲା ଟ୍ରାଏଲ୍ ରନ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ଚଳିତ ମାସରେ ଏହାକୁ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତେବେ ଉଦଘାଟନ ହେବା ପୂର୍ବରୁ ବିମାନବନ୍ଦର ରନୱେରେ...

ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଲୋକସେବା ଭବନ ଉଦ୍ୟାନ ରବିବାରଠାରୁ ଖୋଲିଛି। ରବିବାରଠାରୁ ଜାନୁଆରି ମାସର ସମସ୍ତ ଛୁଟି ଦିନମାନଙ୍କରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିଛି। ରବିବାର ସହ ଜାନୁଆରି ମାସର...