ଫୁଲବାଣୀ: ମା’କୁ ହତ୍ୟା କରି ପୋଡ଼ିଦେବା ଅଭିଯୋଗରେ ପୁଅ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ମା’କୁ ହତ୍ୟା କରିବା ପରେ ଘର ଭିତରେ ପୋଡ଼ି ଦେଇଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଆସିଛି କନ୍ଧମାଳ ଜିଲ୍ଲା ଟିକାବାଲି...
କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ, ଚାଲିଛି ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ।...
ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା, ଭାରତୀୟ ସେନାର ୨୩ ଯବାନ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି। ତୀସ୍ତା ନଦୀରେ ମଙ୍ଗଳବାର ରାତିରେ ହୋଇଥିବା ବନ୍ୟା ଯୋଗୁଁ ସିକ୍କିମର ସିଙ୍ଗତାମରେ ଭାରତୀୟ ସେନାର ୨୩ ଜଣ ଯବାନ ନିଖୋଜ...
ସୁସ୍ମିତା ମିଞ୍ଜ-ଆଲିସା ଲୁଗୁନଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ ନାହିଁ – ଏସପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାରେ କୌଣସି ଲିଙ୍କ ନଥିବା ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ରାଉରକେଲା ଏସପି ମିତ୍ରଭାନୁ...
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ଯମୁନା ନାୟକ ନିର୍ବାଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଯମୁନା ନାୟକ ନିର୍ବାଚିତ ହୋଇଛନ୍ତି। ଏହି ଉପନିର୍ବାଚନ ଲାଗି ଅନ୍ୟ କୌଣସି ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ଯମୁନା...
ଚର୍ଚ୍ଚାରେ ମାହି: ନୂଆ ଲୁକ୍ ପାଇଁ ସୋସିଆଲ ମିଡିଆରେ କ୍ରେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନୀ ବା ମାହି। କ୍ରିକେଟ ଆରମ୍ଭରୁ ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ରହିଥିଲେ ମାହି। ଏବେ ପୁଣି ଥରେ ତାଙ୍କ ନୂଆ ଲୁକର ଫଟୋ ସୋସିଆଲ...
ବିଏମସିର ପ୍ରତିଶ୍ରୁତି ପରେ ଖୋଲିଲା ୧ ନମ୍ୱର ହାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ।
ବୁଧବାରଠୁ ଖୋଲିଲା ୧ ନମ୍ୱର ହାଟ। ବିଏମସି କମିଶନର ଓ ଟ୍ରାଫିକ ପୋଲିସର ପ୍ରତିଶ୍ରୁତି...
ଆଇସିସି କ୍ରିକେଟ ବିଶ୍ୱକପ: ଗ୍ଲୋବାଲ ବ୍ରାଣ୍ଡ ଆମ୍ୱାସାଡର ହେଲେ ସଚିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବ୍ୟାଟିଂ କିମ୍ୱଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି କରିଛି ଆଇସିସି।
ଗୁରୁବାରଠାରୁ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)...
ଓଡ଼ିଶାରେ ୧,୦୬୫ଟି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୧୩ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ଅନେକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବିଭିନ୍ନ ବିଷୟ ପାଇଁ...
‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଅସ୍ତରଙ୍ଗ/ପୁରୀ): ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ବିଭିନ୍ନ ସ୍ଥାନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର...





















