Independence Day

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍ ‘ଏ ପ୍ଲସ୍’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟକୁ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାକ୍) ପକ୍ଷରୁ ‘ଏ ପ୍ଲସ୍’ ମାନ୍ୟତା ମିଳିଛି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ପ୍ରକ୍ରିୟା...

ସ୍ଵସ୍ତି ଗ୍ରୁପ ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kZ2lnQtg9Y0] ସ୍ଵସ୍ତି ଗ୍ରୁପର ସିଏମଡି ଜେ କେ ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଶନିବାର ଦିନ କିଟ୍ ଡିମଡ ବିଶ୍ଵବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜେ...

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରୁ ବାହାରିଲା ରୋଭର, ଚନ୍ଦ୍ରପୃଷ୍ଠରେ ୧୪ ଦିନ ଯାଏଁ କରିବ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଚନ୍ଦ୍ରଯାନ-୩। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଏହି ସଫଳ ଲ୍ୟାଣ୍ଡିଂ ପରେ...

ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ, ରାତ୍ରି ସଫାରିର ମଜା ନେବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ବନ୍ୟପ୍ରାଣୀ ଉଦ୍ୟାନ। ଏଠାରେ ରାତ୍ରି କାଳୀନ ଜଙ୍ଗଲ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ...

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ: ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ଇସ୍ରୋକୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତ ଚନ୍ଦ୍ର ଅଭିଯାନକୁ ସଫଳ କରି ବଡ଼ ଇତିହାସ ରଚିଛି। ଏହି ସଫଳତା ପାଇଁ ଭିସି ମାଧ୍ୟମରେ...

‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ବଣ୍ଟାଗଲା ୫ ହଜାର ବୃକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ଚଳିତବର୍ଷ ପାଇଁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଭୁବନେଶ୍ୱରର ପଟିଆରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଅଭିନେତା ତଥା ଉଡ୍ରର ପରାମର୍ଶଦାତା...

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରଯାନ-୩। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରି ଇତିହାସ ରଚିଛି ଭାରତ। ଏହି ସଫଳତା ସମସ୍ତ ଭାରତବାସୀଙ୍କୁ ଖୁସିରେ ଉତଫୁଲ୍ଲିତ କରିଛି। ଏହି...

କେମିତି ଭଲ ହେବ କୋଳ ଯାଦୁ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kqQGuKQsTnM] ସାଧାରଣତଃ କୋଳ ଯାଦୁ ଜଙ୍ଘ ଏବଂ ଏହାର ଆଖପାଖ ସ୍ଥାନରେ ହୋଇଥାଏ। ଯାଦୁ ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଏହାର ଚିକିତ୍ସା ନକଲେ ଧୀରେ ଧୀରେ ଏହାର ଆକାରରେ...

ଚନ୍ଦ୍ରଯାନ-୩ ମିଶନ: ଜାଣନ୍ତୁ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ ପରେ କେଉଁ ସବୁ ପରୀକ୍ଷା କରିବ ଇସ୍ରୋ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଆଗେଇ ଚାଲିଛି ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିବ। ୪୦ ଦିନର ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମଥର...

ଚନ୍ଦ୍ରଯାନ-୩ ମିଶନ: ଜାଣନ୍ତୁ ଚନ୍ଦ୍ରପୃଷ୍ଠରେ କିଭଳି ହେବ ସଫ୍ଟଲ୍ୟାଣ୍ଡିଂ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛି ସମୟର ଅପେକ୍ଷା, ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ। ଭାରତର ସବୁ ଲୋକ...