Independence Day

ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ, ସ୍କୁଲକୁ ଜାରି ହେବ ନିର୍ଦେଶାବଳୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଖିଧରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦ୍ରୁତଗତିରେ ବ୍ୟାପୀବାକୁ ଲାଗିଛି ଆଖିଧରା ରୋଗ। ଖାସ କରି ସ୍କୁଲଗୁଡ଼ିକରେ ଆଖିଧରା ରୋଗ ଅଧିକ ବ୍ୟାପୁଥିବାରୁ...

ବାହାନଗା ଟ୍ରେନ ଟ୍ରାଜେଡି: ସରିଲା ରିମାଣ୍ଡ ଅବଧି, କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ୫ ଦିନିଆ ରିମାଣ୍ଡ ଅବଧି। ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ଵର ସ୍ଥିତ ସିବିଆଇ...

୧୧ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ବଢ଼ିବ ନିଯୁକ୍ତି ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୧୯ତମ ରାଜ୍ୟସ୍ତରୀୟ...

ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ ଏବଂ ଜେତା। ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର...

ଓପିଏସସି ପକ୍ଷରୁ ‘ଖଣି ଅଧିକାରୀ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜୁଲାଇ ୩୧

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଇସ୍ପାତ ଏବଂ ଖଣି ବିଭାଗରେ ଖାଲିଥିବା ‘ଖଣି ଅଧିକାରୀ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ଅନ୍ତର୍ଗତ ଏହି ନିଯୁକ୍ତି ମିଳିବ। ଏହି...

କେମିତି କରିବେ ଗର୍ଭଧାରଣ ପାଇଁ ଯୋଜନା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=iwjXWh1Nm9U]ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ...

ସମ ହସ୍ପିଟାଲରେ ମେନିଙ୍ଗୋମାଇଲୋସିଲର ସଫଳ ଅସ୍ତ୍ରୋପଚାର: ୮ ମାସର ଶିଶୁ ପିଠିରୁ ବାହାରିଲା ମାଂସ ପିଣ୍ଡୁଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ୮ ମାସ ଶିଶୁର ପିଠିରେ ମେନିଙ୍ଗୋମାଇଲୋସିଲ ଯୋଗୁଁ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଛନ୍ତି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ।...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ କମ୍ପାନି ସ୍କିଲ ଡେଭଲପମେଣ୍ଟ ଇନ୍ସଷ୍ଟିଚ୍ୟୁଟ୍, ଭୁବନେଶ୍ୱର ସହିତ ସହଭାଗିତା...

ବାରମ୍ବାର ପରିସ୍ରା ଲାଗୁଛି କି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=AtuVPLVzrU0] ବେଳେ ବେଳେ ବାରମ୍ବାର ପରିସ୍ରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଓଭରଆକ୍ଟିଭ ବ୍ଲାଡର ଯୋଗୁଁ ଏହିପରି ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଓଭରଆକ୍ଟିଭ୍‌ ବ୍ଲାଡର ଏକ ସାଧାରଣ...

କୋରାପୁଟ: ବଜ୍ରାଘାତ ନେଲା ମା’ ଓ ପୁଅର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବଜ୍ରାଘାତରେ ଏକା ସମୟରେ ଚାଲିଗଲା ମା’ ଓ ପୁଅର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ। ମୃତକମାନେ ହେଲେ ଲିଙ୍ଗରାଜ ହାଲବାଙ୍କ...