ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବେଳେ ବେଳେ ବାରମ୍ବାର ପରିସ୍ରାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଓଭରଆକ୍ଟିଭ ବ୍ଲାଡର ଯୋଗୁଁ ଏହିପରି ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ଓଭରଆକ୍ଟିଭ୍‌ ବ୍ଲାଡର ଏକ ସାଧାରଣ ସମସ୍ୟା, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। କେବଳ ସେତିକି ନୁହେଁ ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥାଏ।

କାହିଁକି ଏହି ସମସ୍ୟା ଦେଖାଦିଏ? କେମିତି ଏହାର ଚିକିତ୍ସା କରାଯିବ? ସେ ନେଇ ୟୁରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #OveractiveBladder #OdiaHealthTips #FrequentUrination #DoctorsAdvice

Comment