Independence Day

ଆଜି ଦେବସ୍ନାନ ପୂର୍ଣ୍ଣିମା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ମହାସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣମୀ ତିଥିର ଏହି ଦିନକୁ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାନ୍ତି। ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ...

ମୃତ୍ୟୁ ଏମିତି ବି ଆସେ: ବାହାନଗାରେ ଭୟଙ୍କର ଦୁର୍ଘଟଣା, ହୃଦୟ ବିଦାରକ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଭାବିଥିଲା ମୃତ୍ୟୁ ଏମିତି ଆସିବ, ଟ୍ରେନ ଯାତ୍ରା ଶ୍ମଶାନକୁ ବାଟ କଢ଼େଇବ? ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଯିବ? ହସଖୁସିରେ କରମଣ୍ଡଳ ଏକ୍ସପ୍ରେସରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ମହଙ୍ଗା...

ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ...

ବାହାନଗା ଟ୍ରେନ ଟ୍ରାଜେଡି: ବାଲେଶ୍ଵର ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଭେଟିଛନ୍ତି। ସେ ବାଲେଶ୍ଵର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି...

ବାହାନଗା ଟ୍ରେନ ଟ୍ରାଜେଡି: ଶୋକ ପ୍ରକାଶ କଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯୋଗୁଁ ଏବେ ସାରା ଦେଶରେ ଦୁଃଖର ବାତାବରଣ ଖେଳିଯାଇଛି। ଏହି ଟ୍ରେନ ଟ୍ରାଜେଡିକୁ ନେଇ ଏବେ ସାରା ବିଶ୍ୱରୁ ଶୋକର ବାର୍ତ୍ତା...

ବାହାନଗାରେ ଟ୍ରେନ୍ ଟ୍ରାଜେଡିର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ବାହାନଗାର ଦୁର୍ଘଟଣାସ୍ଥଳରେ...

ବାହାନଗା ଟ୍ରେନ୍ ଟ୍ରାଜେଡି: ଆହତଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ଚାଲିଛି ନନ୍‌ଷ୍ଟପ୍ ଅପରେସନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ୍ ଟ୍ରାଜେଡ଼ି ନେଲାଣି ପ୍ରାୟ ୩୦୦ ଯାତ୍ରୀଙ୍କ ଜୀବନ। ଏଭଳି ଏକ ବଡ଼ ବିପର୍ଯ୍ୟୟ ସମୟରେ ଆହତମାନଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇଦେବା ହେଉଛି ପ୍ରାଥମିକତା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର...

ବାହାନଗା ଟ୍ରେନ ଟ୍ରାଜେଡି: ୨୬୧ ଛୁଇଁଲା ମୃତ୍ୟୁ ସଂଖ୍ୟା, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଛି। ଏ ନେଇ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ଭାରତରେ ଘଟିଥିବା ଆଉ କିଛି ଛାତିଥରା ଟ୍ରେନ୍ ଦୁର୍ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଟ୍ରାଜେଡ଼ି ସାରା ଭାରତର ଛାତି ଥରାଇଦେଇଛି। ଏଭଳି ଦୁର୍ଘଟଣାକୁ ଭାରତୀୟ ରେଳ ଇତିହାସର ସବୁଠୁ ବଡ଼ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଉଛି। ଦେଶରେ...

ଟ୍ରେନ ଟ୍ରାଜେଡି: ନବୀନଙ୍କ ପରେ ବାହାନଗା ପହଞ୍ଚିବେ ମୋଦୀ, ମମତା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ଷ୍ଟେସନରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବେଳେ ସନ୍ଧ୍ୟାରେ ବାହାନଗା ପହଞ୍ଚିବେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର...