Independence Day

ନବୀନ ନିବାସରେ ପହଞ୍ଚିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୨ଟା ୩୦ରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ...

ଓଡ଼ିଶା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ: ୨୮୪୦ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ ବୈଠକରେ ୨୮୪୦ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ଓଡ଼ିଶା...

ଓପିଏସସି ପକ୍ଷରୁ ୧୯୭ଟି ‘ଡେଣ୍ଟାଲ୍ ସର୍ଜନ’ ପଦବୀ ପାଇଁ ଜାରି ରହିଛି ଆବେଦନ, ଶେଷ ତାରିଖ ମେ’ ୨୯

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୯୭ଟି ଦନ୍ତ ଚିକିତ୍ସକ (ଡେଣ୍ଟାଲ୍ ସର୍ଜନ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଓଡ଼ିଶା ମେଡିକାଲ...

ସରିଲା ପ୍ରଚାର, ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପଡ଼ିବ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ। ଆଉ ଦିନକ ପରେ ଉପନିର୍ବାଚନ ଲାଗି ହେବ ମତଦାନ। ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଝାରସୁଗୁଡ଼ା। ଆସନ୍ତା ୧୦ ତାରିଖରେ ମତଦାନ କରିବେ...

ଶ୍ରୀମନ୍ଦିର ସଂସ୍କାର ମାମଲା: ୫ ବର୍ଷ ପରେ ଶୁଣାଣି ଶେଷ କଲେ ସୁପ୍ରିମକୋର୍ଟ  

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ୫ ବର୍ଷ ତଥା ୨୬ଟି ଶୁଣାଣି ପରେ ଏହି ମାମଲାକୁ ସୋମବାର ଦିନ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ତେବେ ଏହି ମାମଲାରେ ରତ୍ନଭଣ୍ଡାର...

ପାରିବାରିକ ପତ୍ରିକା ‘ରେବତୀ’ର ମେ’ ୨୦୨୩ ସଂଖ୍ୟା – ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମାସିକ ପାରିବାରିକ ପତ୍ରିକା ରେବତୀର ମେ’ ୨୦୨୩ ସଂଖ୍ୟା ବଜାରକୁ ଆସିଛି। ଚଳିତ ସଂଖ୍ୟାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଛି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପରେ ଆଧାରିତ ବିଷୟ ‘ଖିଆଲି ଶାନ୍ତନୁ’।...

ବଦଳୁଛି ବୃତ୍ତିଧାରୀଙ୍କ ଯୋଗ୍ୟତା ମାପକାଠି, ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ କର୍ପୋରେଟ୍ ହେଉ କି ଛୋଟ ଉଦ୍ୟୋଗ, ଉଚ୍ଚ ଡିଗ୍ରୀଧାରୀଙ୍କ ଅପେକ୍ଷା ଆସାଇନମେଣ୍ଟ ସମ୍ପନ୍ନ କରିବାର ଦକ୍ଷତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ନିଯୁକ୍ତିଦାତା। ୨୦ ବର୍ଷ ତଳେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ...

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ କରୁଛନ୍ତି ଶେଷ ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ହେଉଛି ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ କରୁଛନ୍ତି ଶେଷ ପ୍ରୟାସ। ଆଜି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି...

ଆଜିଠୁ ଆରମ୍ଭ ହେଲା ଓଜେଇଇ ପରୀକ୍ଷା, ୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫୫ ହଜାର ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମବିଏ, ଏମସିଏ, ଏମଟେକ୍‌, ବି ଫର୍ମା, ଏମ ଫର୍ମା...

ରାଜସ୍ଥାନରେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଗ୍ରାମବାସୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁଁ ବିମାନଟି ନିକଟସ୍ଥ ଗ୍ରାମରେ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳେ ଏହି ବିମାନଟି ଅଭ୍ୟାସ...