ମମତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଉପହାର ଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌଜନ୍ୟମୂଳକ ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ଦିନ ସାକ୍ଷାତ କରିଛନ୍ତି। ଦୁଇ ଦିନ ପୁରୀରେ ରହଣି...
ଓଡ଼ିଶାରେ ଚଳିତବର୍ଷ ବଢ଼ିବନି ବିଦ୍ୟୁତ୍ ଦର, ଡିଜିଟାଲ ପେମେଣ୍ଟରେ ବିଲ୍ ଦେଲେ ମିଳିବ ୪ ପ୍ରତିଶତ ରିହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏ ବର୍ଷ ବଢ଼ିବନି ବିଦ୍ୟୁତ୍ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ। ଏନେଇ ଗୁରୁବାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ସୂଚନା ଦିଆଯାଇଛି।...
ଓଡ଼ିଶା ଗସ୍ତର ଶେଷ ଦିନରେ ନବୀନଙ୍କୁ ଭେଟିଲେ ମମତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଓଡ଼ିଶା ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ଗୁରୁବାର ଅପରାହ୍ଣ ୫ଟା ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟ...
ବଢ଼ିଲା ଅଡ଼ୁଆ: ‘ମୋଦୀ’ ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଘଟଣାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨ ବର୍ଷର ଜେଲ୍...
ଡିଜେ ଆଜେକ୍ସ ମୃତ୍ୟୁ ପୂର୍ବରୁ ଭଉଣୀଙ୍କୁ ଦେଇଥିଲେ ମୋବାଇଲ ଏବଂ ଏଟିଏମ ପାସଓ୍ଵାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଚାଲିଛି ପୋଲିସର ତନାଘନା। ଦିନକୁ ଦିନ ଆଜେକ୍ସ ମୃତ୍ୟୁ ଘଟଣାରେ ନୂଆ ନୂଆ କଥା ସାମ୍ମାକୁ ଆସୁଛି। ମୃତ୍ୟୁ...
ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ଓଡ଼ିଶାର ତୃତୀୟ ‘ଜୈବ ବିବିଧତା ଐତିହ୍ୟସ୍ଥଳୀ’ର ମାନ୍ୟତା ମିଳିଛି। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତର ୧୯୦ ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ...
ମାଟି କଣ୍ଢେଇରୁ କାଠି କଣ୍ଢେଇ: ଦକ୍ଷ ବିନ୍ଧାଣୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟି କଣ୍ଢେଇରୁ କାଠି କଣ୍ଢେଇ, ଦକ୍ଷ ବିନ୍ଧାଣୀ ମାଗୁଣି ଚରଣ ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନ। ହଜିଯାଉଥିବା କାଠି କଣ୍ଢେଇ ନୃତ୍ୟକୁ ଜୀବିତ ରଖିବାରେ ତାଙ୍କର ଏହି ପ୍ରୟାସ ପାଇଁ ରାଷ୍ଟ୍ରପତିଙ୍କଠାରୁ...
ଓଡ଼ିଶା ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ନେତା ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି ହୋଇଛନ୍ତି। ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଛନ୍ତି।...
ଓଡ଼ିଶା ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଗୁରୁବାର ତାଙ୍କର ଓଡ଼ିଶା ଗସ୍ତର ଶେଷ ଦିନ। ଶେଷଦିନରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର...
ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ କଂସା’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=nnzP2DY8GZ0]
ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ପଖାଳକୁ ନେଇ ରଚନା କରାଯାଇଛି ଅନେକ...





















