Independence Day

ଭାରତକୁ ଦୁଇଟି ଓସ୍କାର ଆଓ୍ଵାର୍ଡ: ଦେଶ ପାଇଁ ଗୌରବ ଆଣିଲା ‘ଆରଆରଆର’ ଏବଂ ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ମିଳିଲା ଦୁଇ ଦୁଇଟି ଓସ୍କାର ଆଓ୍ଵାର୍ଡ। ୨୦୨୨ରେ ରିଲିଜ ହୋଇଥିବା ସୁପରହିଟ ସାଉଥ ସିନେମା ‘ଆରଆରଆର’ର ‘ନାଟୁ ନାଟୁ’ ଗୀତ ଏବଂ ତାମିଲ ଭାଷାରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଦ ଏଲିଫ୍ୟାଣ୍ଟ...

ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା: ଆଜି ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଥିବାବେଳେ ସୋମବାର ଦିନ...

ପ୍ରୋ-ଲିଗ୍ ହକି: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍‌ ପ୍ରୋ-ଲିଗ୍ ହକିରେ ରବିବାର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪...

ପ୍ରୋ-ଲିଗ୍ ହକି: ସୁପର ସଣ୍ଡେରେ ଭାରତ-ଅଷ୍ଟ୍ରେଲିଆ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଭାରତୀୟ ହକି ଦଳ ପ୍ରୋ-ଲିଗରେ ଖେଳିବ ନିଜର ଦ୍ଵିତୀୟ ମ୍ୟାଚ। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ। ହକିପ୍ରେମୀମାନେ ଦୁଇ ଦଳ ମଧ୍ୟରେ...

ଉତ୍ତର ପୂର୍ବାଞ୍ଚଳରେ ତୃଣମୂଳ କଂଗ୍ରେସକୁ ଝଟ୍‌କା: ଦବି ଯିବ କି ମମତା ଦିଦିଙ୍କ ‘ଦିଲ୍ଲୀର୍ ଡାକ୍’ ସ୍ୱର?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀ ସିଂହାସନ ଉପରେ ଏବେ ଅନେକ ଛାମୁଆ ନେତାଙ୍କ ନଜର ରହିଛି। କେ ଚନ୍ଦ୍ର ଶେଖର ରାଓଙ୍କଠାରୁ ଆରମ୍ଭ କରି ନୀତିଶ କୁମାର, ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ମମତା ବାନାର୍ଜୀ...

ସୁନ୍ଦରଗଡ଼ ଜିଲ୍ଲାରେ ଜୈବିକ ପଦ୍ଧତିରେ ଆଦିବାସୀ ଚାଷୀଙ୍କ ଫୁଲ କୋବି ଚାଷ, ବଜାରରେ ବଢ଼ୁଛି ଚାହିଦା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲିଶଙ୍କରା, କୁତ୍ରା ଓ ହେମଗିର ବ୍ଳକରେ ଫୁଲ କୋବି ଚାଷ ୨୫୦ ଏକର ଜମି, ୩୧୫ ଜଣ ଚାଷୀ ଚାଷୀଙ୍କୁ ମାଗଣାରେ ବିହନ ଓ ଜୈବିକ ସାର ସୁନ୍ଦରଗଡ଼ ଆଇଟିଡିଏ...

ପୁରୀରେ ପୁଣି ଅଗ୍ନିକାଣ୍ଡ: ଜଳିଲା ନିଳାଦ୍ରୀ କମ୍ପ୍ଲେକ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ପୁଣି ଅଗ୍ନିକାଣ୍ଡ। ଶୁକ୍ରବାର ଅପରାହ୍ଣରେ ପୁରୀ ନିଳାଦ୍ରୀ କମ୍ପ୍ଲେକ୍ସରେ ଥିବା ଓଡ଼ିଶା ହାଣ୍ଡଲୁମ୍ ସୋ’ରୁମରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।...

ଓଡ଼ିଶାରେ ବର୍ଷା: ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ସକ୍ରିୟ ରହିଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ...
corona virus

ଭାରତରେ ଏଚ୍୩ଏନ୍୨ ଭାଇରସ ଆତଙ୍କ: କର୍ଣ୍ଣାଟକରୁ ଆସିଲା ପ୍ରଥମ ମୃତ୍ୟୁ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ପରେ ଏଚ୍୩ଏନ୍୨ ଭାଇରସ (ଇନଫ୍ଲୁଏଞ୍ଜା ଭାଇରସ)କୁ ନେଇ ଦେଶରେ ଆତଙ୍କ ଆରମ୍ଭ ହୋଇଛି। ଏହି ଭାଇରସ ଯୋଗୁଁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମାମଲା କର୍ଣ୍ଣାଟକରୁ ଆସିଥିବାବେଳେ...

୩୬ ଘଣ୍ଟା ପରେ ଲିଭିଲା ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ, ଚାଲିଛି କ୍ଷୟକ୍ଷତି ଆକଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗି ଥିବା ନିଆଁ ୩୬ ଘଣ୍ଟା ପରେ ଲିଭିଛି। ବୁଧବାର ରାତିରୁ ଲାଗିଥିବା ନିଆଁକୁ ଗୁରୁବାର ରାତି ସାଢ଼େ ୮ଟା ବେଳକୁ ଆୟତ୍ତ କରିବାରେ ସମର୍ଥ...