ବୌଦ୍ଧରେ ପହଞ୍ଚିଲେ ଜାତିପ୍ରଥା ଉଚ୍ଛେଦ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଥିବା ଧୀରଜ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ବିହାରର ଯୁବକ ଧୀରଜ କୁମାର। ଏକ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ତାଙ୍କର ଏହି ଯାତ୍ରା। ସମାଜରୁ ଜାତିଆଣ ଭେଦଭାବ ଦୂର...
ମା’ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବାର ସୁଯୋଗ ପାଇବ ବିଜେଡି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାରୀ ସଶକ୍ତ ହେଲେ ରାଜ୍ୟ ତଥା ଦେଶର ବିକାଶ ହେବ
ନୂତନ ଓଡ଼ିଶା ଗଠନର ସ୍ଵପ୍ନ ଦେଖୁଥିବା ଯୁବପିଢ଼ିଙ୍କୁ ବିଜେଡିରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ
ମହିଳାମାନେ ନେତୃତ୍ଵ ନେବାକୁ...
ଚୀନ, ପାକିସ୍ତାନ ସୀମାରେ ମୁତୟନ ହେବ ‘ପ୍ରଳୟ’, ପ୍ରତିରକ୍ଷା ବିଭାଗ କିଣିବ ୧୨୦ ମିସାଇଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ ସହ ବିବାଦ ଭିତରେ ଭାରତ ଏଲଏସିରେ ମୁତୟନ କରିବ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ‘ପ୍ରଳୟ’। ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ...
ଆସନ୍ତାକାଲି ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ତଥା ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ...
ସ୍କୁଲକୁ ଫେରିବ ମାସ୍କ: ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡର ସ୍ଥିତି ଚିନ୍ତା ବଢ଼ାଇଥିବାବେଳେ କୋଭିଡ ପରିସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। କୋଭିଡ ମୁକାବିଲା ପାଇଁ...
ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରରେ ସମର୍ପଣର ସଙ୍କଳ୍ପ ନେବେ ୫୦ ହଜାର କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜୁ ଜନତା ଦଳ ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ଶ୍ରୀକ୍ଷେତ୍ରରେ ଏବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଏଥିରେ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ...
ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ: ଦକ୍ଷିଣ କୋରିଆକୁ ୫-୦ ଗୋଲରେ ପରାଜିତ କରି...
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ଶନିବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ...
କଟକ ସିଟି ଇଞ୍ଜିନିୟର୍ସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଯୋବ୍ରା ମେରିଟାଇମ୍ ମ୍ୟୁଜିୟମ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି କଟକ ସିଟି ଇଂଜିନିୟର୍ସ କ୍ଲବ୍ର ୨୦ତମ ବାର୍ଷିକ ଉତ୍ସବ। କ୍ଲବର ସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ଭୁବନେଶ୍ଵରରେ ପୁସ୍ତକ ମେଳାର ଚାରି ଦଶନ୍ଧି-୨: ପୁସ୍ତକ ମେଳାର ପ୍ରସାର ଓ ପ୍ରତିଯୋଗିତା
କପିଳାସ ଭୂୟାଁ
ପ୍ରତି ବର୍ଷ ରାଜଧାନୀରେ ‘ଭୁବନେଶ୍ଵର ପୁସ୍ତକ ମେଳା’ର ନିୟମିତ ଆୟୋଜନ ଚାହୁଁ ଚାହୁଁ ସୁଦୂରପ୍ରସାରୀ ହେଲା। କେବଳ ବିଭିନ୍ନ ଜିଲ୍ଲାସ୍ତରରେ ନୁହେଁ, ବରଂ ବ୍ଲକସ୍ତରରେ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ଗୋଷ୍ଠୀ ଛୋଟ...
ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କଲା ବିଶାଖାପାଟଣା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ପ୍ରାୟ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇକୁ ଶନିବାର ଦିନ ପୋଡ଼ି ନଷ୍ଟ କରିଛି ବିଶାଖାପାଟଣା ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସ ଓଡ଼ିଶା ସୀମାନ୍ତବର୍ତ୍ତୀ ୨ଟି ଜିଲ୍ଲା ଆଲୁରୀ ସୀତାରାମ...





















