Independence Day

ପୁରୁଷ ହକି ବିଶ୍ଵକପ୍ ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା, ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ ଆଲୋଚନା କରାଯାଇଛି। ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡିଏସପିଙ୍କ ଅଧୀନରେ ୧୮ ଏସ୍‌ଆଇ, ୧୫ ଜଣ...

ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ବିପିୟୁଟି ତରଫରୁ ଏକାଡେମିକ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକ ସେବା ଭବନରେ ମଙ୍ଗଳବାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ବିପିୟୁଟି) ପକ୍ଷରୁ ଏକ ଏକାଡେମିକ୍ ଅଧିବେଶନରେ ଆୟୋଜିତ ହୋଇଛି। ‘ନୂତନ ଶିକ୍ଷା ନୀତି-୨୦୨୦ରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର...

ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା। ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କର ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁରସ୍ଥିତ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ: ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେଲେ ୨୨ଟି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ମଙ୍ଗଳବାର ଦିନ ସହରର ଗାନ୍ଧୀ ଛକଠାରୁ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି...

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ା): ରାୟଗଡ଼ାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ...

ଜୟପୁରରେ ଓଲଟି ପଡ଼ିଲା କାଠ ବୋଝେଇ ଟ୍ରକ, ୨ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ବନଖଣ୍ଡରୁ କାଠ ଆଣି ଘରକୁ ଫେରିବା ସମୟରେ ଟ୍ରକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଧଉଡ଼ାପଦର ଗ୍ରାମର ଘାସି ମାଝି ଓ ରୁପା ମୁଦୁଲି। ଧଉଡ଼ାପଦରର...

ଘରୋଇ ଡାକ୍ତରଖାନାରେ ୮୦୦ ଓ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ମିଳିବ କୋଭିଡ ନାଜଲ ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ୧୯ର ମୁକାବିଲା ଲାଗି ସରକାର ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।...

ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ସ୍ୱର୍ଣ୍ଣାଭ ବେଳାଭୂମିରେ ଟ୍ରଫି ରଖି ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମଥୁରା ନରେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୧ଦିନ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ଜାଣନ୍ତୁ କିଏ ତାଙ୍କର ଏହି ପୋଷାକ ତିଆରି କରନ୍ତି? କଂସଙ୍କ...

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ଵର, ବାଲେଶ୍ଵର, ସୋନପୁର,...