Independence Day

ସୁଖୋଇ ବିମାନରୁ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନା ଗୁରୁବାର ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମୋସର ମାରକ କ୍ଷମତା ୪୦୦ କିଲୋମିଟର...

ପୁରୀ-ଜଳେଶ୍ୱର ପାସେଞ୍ଜର ଟ୍ରେନର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ରେଳ ଷ୍ଟେସନର ନବୀକରଣ କରି ଏହାକୁ ବିଶ୍ଵସ୍ତରୀୟ କରିବା ପାଇଁ ଗୁରୁବାର ଦିନ ଭୂମି ପୂଜନ କରାଯାଇଛି। ଏହି ଅବସରରେ ପୁରୀ-ଜଳେଶ୍ଵର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ରେଳ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ: ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ଗୋପପୁର

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ଉଦଘାଟନୀ...

ନୂଆବର୍ଷ ପାଇଁ ରାତି ୧ ଟାରୁ ଖୋଲିବ ଶ୍ରୀମନ୍ଦିର, ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ...

ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରେ ଝୁମିବ ସାରା ବିଶ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ଵ, କମ୍ପିବ ବାରବାଟୀ। ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ। ଏଥିପାଇଁ ହକି ଆନଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର...

ନୂଆ ବର୍ଷରେ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ବର୍ଷରେ ଓଡ଼ିଶାର ମୋବାଇଲ ଉପଭୋକ୍ତାଙ୍କ ଲାଗି ୫-ଜି ସେବା ଉପଲବ୍ଧ ହେବାକୁ ଯାଉଛି। ଆସନ୍ତା ୨୦୨୩ ଜାନୁଆରି ୨୬ ତାରିଖ ପୂର୍ବରୁ ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ ବୋଲି...

ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀ: ୧୮ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ...

ଗୋଟିଏ ଦିନରେ ସିଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି ପରୀକ୍ଷା, ଦ୍ଵନ୍ଦ୍ଵରେ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ମାସ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ ଉଭୟ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ: ମଥୁରା କାରାଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସ ମହାରାଜାଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବାବେଳେ କାରାଗାରରେ...