ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ, ସୁରକ୍ଷା ବଳୟ ଭିତରେ ଦେବୀଠାରୁ ଧାମରା ମୁହାଣ
ଓଡ଼ିଶାଲାଇଭ୍ ବ୍ୟରୋ
କେନ୍ଦ୍ରାପଡ଼ା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ପ୍ରଶାନ୍ତ ମହାସାଗରରୁ ହଜାର ହଜାର ବିରଳ ଅଲିଭ ରିଡଲେ କଇଁଛ ଆସିଥାନ୍ତି। ବର୍ତ୍ତମାନ କଇଁଛମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଦେବୀ ମୁହାଣ...
ସୁନ୍ଦରଗଡ଼ରେ ମହିଳା ଓ ଶିଶୁ ବିରୋଧୀ ହିଂସା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ଦେଖାଯାଉଥିବା ବିଭିନ୍ନ ହିଂସା ନିୟନ୍ତ୍ରଣ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏନେଇ ରହିଥିବା ବିଭିନ୍ନ ଆଇନ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି...
ଆରମ୍ଭ ହେଲା ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଖାତା ମୂଲ୍ୟାୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଖାତା ମୂଲ୍ୟାୟନ। ଡିସେମ୍ବର ୯ ଏବଂ ୧୦ ତାରିଖ ଦୁଇଦିନ ମଧ୍ୟରେ ଖାତା ଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ...
କମେଣ୍ଟମରାକୁ ନେଇ ରାଜଧାନୀରେ କଙ୍ଗାରୁ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କମେଣ୍ଟମରାକୁ କେନ୍ଦ୍ର କରି ଭୁବନେଶ୍ଵରସ୍ଥିତ ବରମୁଣ୍ଡାଠାରେ କଙ୍ଗାରୁ କୋର୍ଟ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୩ ନାବାଳାକଙ୍କୁ ଗାଁ ମଝିରେ ଆଣ୍ଠେଇଲେ ଗ୍ରାମବାସୀ। ବରମୁଣ୍ଡା ପାଲାମଣ୍ଡପଠାରେ ଦେଖିବାକୁ ମିଳିଛି ଏପରି...
୫୫ ଫୁଟର ବୋରଓ୍ଵେଲ ଭିତରେ ୩ ଦିନ ହେଲା ଫସି ରହିଛି ତନ୍ମୟ, ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନ ହେଲା ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଧରି ୫୫ ଫୁଟର ବୋରୱେଲ ଭିତରେ ଫସି ରହିଛି ୮ ବର୍ଷର ତନ୍ମୟ। ତନ୍ମୟକୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ...
ପଦ୍ମପୁରରେ ବର୍ଷା ମାରିଲେ ବାଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ। ବିପୁଳ ଭୋଟରେ ପଦ୍ମପୁରରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା।
ସବୁ ଆଶାଆଶଙ୍କା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ପଦ୍ମପୁରରେ ବାଜି ମାରିଲେ ବିଜେପି ପ୍ରାର୍ଥୀ...
ହକି ବିଶ୍ଵକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏଫ୍ଆଇଏଚ୍ ମାନ୍ୟତା ପ୍ରାପ୍ତ ଓଡ଼ିଶାର ୪ଟି ନୂତନ ହକି ଟର୍ଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ୍ ୨୦୨୩ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଏଫଆଇଏଚ୍ ମାନ୍ୟତା ପାଇଥିବା ଓଡ଼ିଶାର ୪ଟି ନୂତନ ହକି ଟର୍ଫ। ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଥିବା ହକି...
ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କ ରେକର୍ଡ: ଦେଢ଼ ଲକ୍ଷ ଭୋଟରେ ବିଜୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟରେ ବିଜେପିର ଦମଦାର ବିଜୟ। ରେକର୍ଡ ସୃଷ୍ଟି କଲେ ଗୁଜରାଟ ଭୁପେନ୍ଦ୍ର ପଟେଲ। ଘାଟଲୋଡିଆ ଆସନରୁ ଲଢ଼ି ସେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର...
ପଦ୍ମପୁରରେ ୪୨,୦୬୫ ଖଣ୍ଡ ଭୋଟରେ ଆଗୁଆ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ରେକର୍ଡ ନମ୍ବର ମିଳିଛି। ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା...
ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...





















