ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସରେ ଇ-ସ୍କୁଟର ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାମ୍ପସ୍ ପରିସର ଏବଂ ସହର ମଧ୍ୟରେ ଯାତାୟତ କରିବା ଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ସ୍କୁଟର ଉପଲବ୍ଧ କରିଛି ‘ସୋଆ’।
ପୂର୍ବରୁ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)...
ପଦ୍ମପୁର ଉପନିର୍ବାଚନ: ବିଜେପିର ଚାଲିଛି ପ୍ରଚାର ଜୋରଦାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି। ବିଭିନ୍ନ ପ୍ରସଂଗ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି ପ୍ରଚାର କାର୍ଯ୍ୟ।
ଶନିବାର ଦିନ ଝାରବନ୍ଧ ବ୍ଲକର କୁମିର...
ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ନଭେମ୍ଵର ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ସ୍ଵାସ୍ଥ୍ୟାବସ୍ଥା...
ଇସ୍ରୋ ପକ୍ଷରୁ ଓସେନସ୍ୟାଟ-୦୬ ସହ ଅନ୍ୟ ନାନୋ ସ୍ୟାଟେଲାଇଟର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ୯ଟି ସ୍ୟାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଶନିବାର ସକାଳ ୧୧ଟା ୫୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି।...
ଡିସେମ୍ବର ପହିଲା ସୁଦ୍ଧା ମିଳିବ ଶୀତ ସହାୟତା, ୩୦୦ ଟଙ୍କା ଲେଖାଏଁ ପାଇବେ ୪୮ ଲକ୍ଷ ହିତାଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନକୁ ଦିନ ତାପମାତ୍ର ହ୍ରାସ ପାଉଛି। ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...
ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ , ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ, ଏହା ଦ୍ୱାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚିପାରିବ।...
ଗଜପତି ଜିଲ୍ଲା ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ଵିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ସେପ୍ଟେମ୍ବର ମାସରେ ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ...
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭସ୍ତମ୍ଭ। ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାର ମଣ୍ଡଳୀ ପଡ଼ିଆଠାରେ ଧନୁଯାତ୍ରା ନିମନ୍ତେ ଶୁଭସ୍ତମ୍ଭ...
ଶ୍ରୀଜିଉଙ୍କୁ ଦର୍ଶନ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ସକାଳୁ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃର୍ପାଶ୍ଵରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।
ରାଜ୍ୟ ସରକାରଙ୍କ...
ଓଡ଼ିଶାରେ ବଢୁଛି ଶୀତ, ତପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୀତର ପ୍ରଭାବ ବଢିବାରେ ଲାଗିଛି। ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ପାଇବା ଫଳରେ କମିଛି ତାପମାତ୍ରା। ସାରା ରାଜ୍ୟରେ ସ୍ଵଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ...





















